Get Updates
Get notified of breaking news, exclusive insights, and must-see stories!

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଉଦୟ ରମେଶ

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଉଦୟ ଉମେଶ ଲଳିତ । ଉଦୟଙ୍କ ନାମ ସୁପାରିଶ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି ରମଣା।

ନୂଆଦିଲ୍ଲୀ: ଜଷ୍ଟିସ୍ ଉଦୟ ଉମେଶ ଲଳିତ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି । ଉଦୟଙ୍କ ନାମ ସୁପାରିଶ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି ରମଣା। ଚଳିତ ମାସରେ ଅବସର ନେବେ ରମଣା। ସୁପ୍ରିମକୋର୍ଟର 49ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଲଳିତ ।

justice lalit

କାର୍ଯ୍ୟକାଳ ସରିବା ପୂର୍ବରୁ ସୁପାରିଶ ନେଇ ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଲେଖା ଯାଇଥିବା ଚିଠି ପ୍ରଧାନ ବିଚାରପତି ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜର ଉତ୍ତରାଧିକାରୀ ସୁପାରିସ କରିବାର ପରମ୍ପରା ଅନୁସାରେ, ନାମ ସୁପାରିଶ କରିବା ପାଇଁ ଦିଆଯାଏ ।

2021 ମସିହା ଏପ୍ରିଲ 24 ତାରିଖରେ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଜଷ୍ଟିସ ଏନ.ଭି ରମଣା । ତେବେ ତାଙ୍କ କାର୍ଯ୍ୟକାଳ ଚଳିତ ମାସ 26 ତାରିଖରେ ଶେଷ ହେବାକୁ ଯାଉଛି । ତେଣୁ ସେ ତାଙ୍କ ଉତ୍ତରାଧିକାରୀ ଭାବେ ଲଳିତଙ୍କ ନାଁ ସୁପାରିସ୍ କରିଛନ୍ତି । 2014 ମସିହା ଅଗଷ୍ଟ 13 ତାରିଖରୁ ସେ ସର୍ବୋଚ୍ଚ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି ଲଲିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+