ଆଜି ଏସ୍‌ଆଇଆର୍‌ ତାରିଖ ଘୋଷଣା କରିବେ ମୁଖ୍ୟ ନିର୍ବାଚନ କମିସନ, ପ୍ରଥମ ପର୍ଯ୍ୟାୟରେ ୫ଟି ରାଜ୍ୟକୁ କରାଯିବ ସାମିଲ

ଭାରତୀୟ ନିର୍ବାଚନ କମିଶନ ଆଜି ସାରା ଦେଶରେ ଏସଆଇଆର ଘୋଷଣା କରିବେ । ନିର୍ବାଚନ କମିଶନ ଆଜି ଅପରାହ୍ନ ୪ଟା ୧୫ ମିନିଟରେ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିବେ । ସୂଚନା ଅନୁସାରେ ଏସଆଇଆରର ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ରାଜ୍ୟ ଅନ୍ତର୍ଭୁକ୍ତ ହୋଇପାରେ । ଆସାମ, କେରଳ, ତାମିଲନାଡୁ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗ । କାରଣ ୨୦୨୬ରେ ଏହି ରାଜ୍ୟ ଗୁଡିକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୨୦୨୬ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଏହି ସବୁ ରାଜ୍ୟରେ ଏସଆଇଆର ସମ୍ପୂର୍ଣ୍ଣ କରାଯିବ ।

lection Commission

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଶୀ ସମ୍ବୋଧିତ କରିବେ । ପ୍ରଥମ ପର୍ଯ୍ୟାୟରେ ପ୍ରୟା ୧୦ରୁ ୧୫ ରାଜ୍ୟରେ ଏସଆଇଆର ଘୋଷଣା କରାଯିବାର ଆଶା କରାଯାଉଛି । ଏସଆଇଆର ଅଧୀନରେ ଭୋଟର ତାଲିକାକୁ ଅପଡେଟ୍‌ କରାଯିବ । ମୃତ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+