Get Updates
Get notified of breaking news, exclusive insights, and must-see stories!

'ଚେୟୁଥା' ସମୟରେ ସୁରକ୍ଷା ବଳକୁ ବଡ ସଫଳତା, ୮୬ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

Chhattisgarh News: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦାନ୍ତେୱାଡାରେ ପହଞ୍ଚିବା ପରେ ପ୍ରଥମେ ମା ଦନ୍ତେଶ୍ୱରୀଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ତାଙ୍କୁ ଧୋତି-କୁର୍ତ୍ତା ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ମାଆଙ୍କଠାରୁ ଆଶୀର୍ବାଦ ନେବା ପରେ, ଅମିତ ଶାହ ବସ୍ତର ପାଣ୍ଡୁମ ସମାପନୀ ଉତ୍ସବରେ ଯୋଗ ଦେଇଥିଲେ।

Chhattisgarh Maoists Surrender

ଅମିତ ଶାହଙ୍କ ବସ୍ତର ଗସ୍ତ ସମୟରେ ନକ୍ସଲ ବିରୋଧୀ ଅଭିଯାନକୁ ବଡ଼ ସଫଳତା ମିଳିଛି । ତେଲେଙ୍ଗାନାର ଭଦ୍ରାଦି କୋତାଗୁଡେମଠାରେ ଆତ୍ମସମର୍ପଣ କରିଛନ୍ତି ଛତଶଗଡ଼ କ୍ୟାଡରର ୮୬ ଜଣ ନକ୍ସଲ । ଯେଉଁଥିରେ ୬୬ ଜଣ ପୁରୁଷ ଥିବା ବେଳେ ୨୦ ଜଣ ମହିଳା ନକ୍ସଲ ରହିଛନ୍ତି । ଏହି ଘଟଣାକୁ ସରକାରଙ୍କ ବଡ଼ ସଫଳତା ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ନକ୍ସଲମାନେ ଦୀର୍ଘ ନକ୍ସଲମାନେ ଦୀର୍ଘ ଦିନରୁ ଛତିଶଗଡ ବିଜାପୁର, ସୁକମା ଓ ଦାନ୍ତେୱାଡାରେ ନକ୍ସଲ ଅପରେସନରେ ସକ୍ରିୟ ଥିଲେ । ତେଲେଙ୍ଗାନା ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ନକ୍ସଲ ବିରୋଧୀ ଅଭିଯାନ ଚେୟୁଥା ଅପରେସନ୍ ବେଳେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+