ଆଇଏଏସ ରବି ମିତ୍ତଲ ହେଲେ ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ
କେନ୍ଦ୍ର ସରକାର ଛତିଶଗଡ଼ କ୍ୟାଡରର ୨୦୧୬ ବ୍ୟାଚର ଆଇଏଏସ ଅଧିକାରୀ ଡକ୍ଟର ରବି ମିତ୍ତଲଙ୍କୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ରେ ଉପସଚିବ ଭାବରେ ନିଯୁକ୍ତି ଦିଆଯାଇଛି।
ଡକ୍ଟର ରବି ମିତ୍ତଲ ଜଣେ ଅତ୍ୟନ୍ତ ଶାନ୍ତ ଏବଂ ତୃଣମୂଳ ସ୍ତରୀୟ ଅଧିକାରୀ ଭାବରେ ଖ୍ୟାତି ଅର୍ଜନ କରିଛନ୍ତି। ସେ ଦିଲ୍ଲୀର ପ୍ରତିଷ୍ଠିତ ମୌଲାନା ଆଜାଦ ମେଡିକାଲ କଲେଜ (MAMC) ରେ ତାଙ୍କର ଏବିବିଏସ ପାଠ୍ୟକ୍ରମ ସମାପ୍ତ କରିଥିଲେ। ଡାକ୍ତରୀ ବୃତ୍ତିକୁ ପଛରେ ପକାଇ, ସେ ସିଭିଲ ସେବାର ପଥ ବାଛିଥିଲେ।













Click it and Unblock the Notifications