Cyber Crime Portal: ଏଣିକି ସାଇବର କ୍ରାଇମ ରୋକିବ ୨ ସରକାରୀ ପୋର୍ଟାଲ

Cyber Crime Portal: ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆର ଏହି ଯୁଗରେ ଲୋକଙ୍କୁ ଯେତିକି ଲାଭ ମିଳୁଛି ସେତିକି କ୍ଷତିରେ ମଧ୍ୟ ପଡୁଛନ୍ତି । ଇଣ୍ଟରନେଟ୍ ଲୋକଙ୍କର କାର୍ଯ୍ୟକୁ ସହଜ ତ କରି ଦେଉଛି ହେଲେ ଅନେକ ସମୟରେ ଠକାମିର ଶିକାର ହେବା ପାଇଁ ମଧ୍ୟ ପଡୁଛି । ସାଇବାର ଅପରାଧୀମାନେ କ୍ରମାଗତ ଭାବରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ୍ କରୁଛନ୍ତି ।

ବଢୁଥିବା ସାଇବର କ୍ରାଇମକୁ ରୋକିବା ପାଇଁ ଟେଲିକମ୍ ଯୋଗାଯୋଗ ମନ୍ତ୍ରଣାଳୟ ଦ୍ୱାରା ଏକ ପଦକ୍ଷେପ ନିଆଯାଇଛି । ଭାରତ ସରକାର ଏକ ନୂତନ ଅନଲାଇନ୍ ପୋର୍ଟାଲ୍ ଲଞ୍ଚ କରିଛନ୍ତି। ଯାହା ଆପଣଙ୍କୁ ସ୍କାମ ଏବ ଠକାମିରୁ ରକ୍ଷା କରିବ । କେନ୍ଦ୍ର ସରକାର 2ଟି ପୋର୍ଟାଲ୍ ଲଞ୍ଚ କରିଛନ୍ତି । ଯାହା ନାଁ ହେଉଛି ଡିଜିଟାଲ୍ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ଏବଂ ଦ୍ୱିତୀୟଟି ହେଉଛି ଚକ୍ଷୁ ଯାହାର ଅର୍ଥ ଆଖି । କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁଇଟି ନୂଆ ପୋର୍ଟଲର ଶୁଭାରମ୍ଭ କରିଛନ୍ତି ।

Cyber Crime Portal

ଭାରତ ସରକାରଙ୍କ ଏହି ପୋର୍ଟାଲ୍ ଚକ୍ଷୁ ଆପ୍ ଜରିଆରେ ଲୋକମାନେ Financial Scams, ଫେକ୍ କଷ୍ଟମର ସପୋର୍ଟ, ନକଲି ସରକାରୀ ଅଧିକାରୀ, ନକଲି ଚାକିରି ଏବଂ ଋଣ ଅଫର ଭଳି କଲ୍ ମେସେଜ୍ ପଠାଉଥିବା ନମ୍ବରର ବିରୋଧରେ ଅଭିଯୋଗ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+