ChatGPT ସର୍ଭିସ ଠପ୍, 2 ମାସରେ ଚତୁର୍ଥ ଥର ପାଇଁ ଡାଉନ
ସାରା ବିଶ୍ୱରେ ଅନେକ ଉପଭୋକ୍ତା OpenAIର ଲୋକପ୍ରିୟ ଚାଟବଟ୍ ChatGPT ଆକ୍ସେସ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳୁ ସକାଳୁ ହିଁ ଉପଭୋକ୍ତାମାନେ ଏନେଇ ଅଭିଯୋଗ କରିବା ଜାରି ରଖିଛନ୍ତି ।
ସଂଯୋଗ କରିବାକୁ ଚେଷ୍ଟା କରିବା ସମୟରେ ବ୍ୟବହାରକାରୀମାନେ ଇଣ୍ଟରନେସନାଲ ସର୍ଭର ଏରର ଏବଂ ବେଡ୍ ଗେଟଓ୍ବେ ଆସୁଥିବା ରିପୋର୍ଟ କରିଛନ୍ତି ।
X ଏବଂ Downdetector ରେ ChatGPT ବିଭ୍ରାଟ ରିପୋର୍ଟ କରାଯାଉଛି । ଅନେକ ୟୁଜର୍ସ ଏହା ବିଷୟରେ ମିମ୍ ସେୟାର କରୁଛନ୍ତି ।

ତଥ୍ୟ ଦର୍ଶାଉଛି ଯେ ପ୍ରାୟ ସନ୍ଧ୍ୟା 5 ଟାରୁ ଅଧିକ ଡାଉନ ଆରମ୍ଭ ହୋଇଥିଲା। ଏହି ବିଭ୍ରାଟ ଛାତ୍ରଙ୍କଠାରୁ ଗବେଷକ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଗତ ଦୁଇ ମାସ ମଧ୍ୟରେ ଏହା ଚତୁର୍ଥ ଥର ଯେତେବେଳେ ବ୍ୟବହାରକାରୀମାନେ ChatGPT ଆକ୍ସେସ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।
Google Trendsରେ ChatGPTର ସ୍ଥିତି-ଚାଟଜିପିଟି ଗୁଗୁଲରେ ମଧ୍ୟ ବହୁତ ଟ୍ରେଣ୍ଡ କରୁଛି । ଏହି ଖବର ଲେଖାଯିବା ପର୍ଯ୍ୟନ୍ତ ଏହାକୁ ପ୍ରାୟ 2 ଲକ୍ଷ ସନ୍ଧାନ କରାଯାଇଛି । ବ୍ୟବହାରକାରୀମାନେ Google ରେ ChatGPT ଡାଉନ୍, ChatGPT ସର୍ଭର କିମ୍ବା OpenAI ସର୍ଭର ପରି ଜିନିଷଗୁଡ଼ିକ ସନ୍ଧାନ କରୁଛନ୍ତି । ଏହା ବ୍ୟତୀତ ଗୁଗୁଲରେ ଜେମିନିକୁ ମଧ୍ୟ ବହୁତ ସର୍ଚ୍ଚ କରାଯାଉଛି ।
କହିରଖୁଛୁକି, କମ୍ପାନୀ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଘୋଷଣା କରାଯାଇ ନାହିଁ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications