ସରକାରୀ କର୍ମଚାରୀଙ୍କ ପାଇଁ ChatGPT ମନା

ChatGPT News: ଭାରତର ଅର୍ଥ ମନ୍ତ୍ରଣାଳୟ ସରକାରୀ ସରକାରୀ ଡିଭାଇସଗୁଡ଼ିକରେ ChatGPT ଏବଂ DeepSeek ଭଳି AI ଉପକରଣ ଏବଂ ଆପ୍ଲିକେସନର ବ୍ୟବହାର ଉପରେ ଲଗାଇଲେ ରୋକ୍ । ଜାନୁଆରୀ ୨୯, ୨୦୨୫ରେ ଜାରି ହୋଇଥିବା ଏହି ସର୍କୁଲାରର ଲକ୍ଷ୍ୟ ହେଉଛି ସମ୍ଭାବ୍ୟ ସାଇବର ଆଟାକକୁ ରୋକିବା ଏବଂ ସରକାରୀ ତଥ୍ୟକୁ ସୁରକ୍ଷିତ ରଖିବା ।

DeepSeek

ଯୁଗ୍ମ ସଚିବ ପ୍ରଦୀପ କୁମାର ସିଂହ ସ୍ୱାକ୍ଷର କରିଛନ୍ତି ଏବଂକୁହାଯାଇଛି ଯେ AI-ଆଧାରିତ ଆପ୍ଲିକେସନ୍ ସରକାରୀ ବ୍ୟବସ୍ଥା ପାଇଁ ସୁରକ୍ଷା ବିପଦ ସୃଷ୍ଟି କରିପାରେ। ଏହାକୁ ଦୃଷ୍ଟିରେ ରଖି, ମନ୍ତ୍ରଣାଳୟ ସମସ୍ତ କର୍ମଚାରୀଙ୍କୁ ସରକାରୀ ଡିଭାଇସରେ ଏପରି ଉପକରଣ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛି। ଅର୍ଥ ସଚିବଙ୍କ ଅନୁମୋଦନ ପରେ ଏହି ନିର୍ଦ୍ଦେଶନାମା ରାଜସ୍ୱ, ଅର୍ଥନୈତିକ ବ୍ୟାପାର, ବ୍ୟୟ, ସାର୍ବଜନୀନ ଉଦ୍ୟୋଗ, DIPAM ଏବଂ ଆର୍ଥିକ ସେବା ଭଳି ପ୍ରମୁଖ ସରକାରୀ ବିଭାଗଗୁଡ଼ିକୁ ପଠାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+