ବିଧାନସଭାରେ ହଙ୍ଗାମା, ପରସ୍ପରକୁ ମୁଥମାରି ଲହୁଲୁହାଣ କଲେ ବିଧାୟକ

ଜମ୍ମୁକାଶ୍ମୀର ବିଧାନସଭାରେ ପ୍ରବଳ ହଙ୍ଗାମା । ପରସ୍ପରକୁ ମୁଥମାରି ଲହୁଲୁହାଣ କଲେ ବିଧାୟକ । ନ୍ୟାସନାଲ କନଫେରେନ୍ସ ଓ ବିଜେପି ବିଧାୟକଙ୍କ ମଧ୍ୟରେ ବଡ ସଂଘର୍ଷ ଦେଖିବାକୁ ମିଳିଛି । ପରିସ୍ଥିତି ଏଭଳି ହୋଇଥିଲା କି ହଟ୍ଟଗୋଳ କରୁଥିବା କିଛି ବିଧାୟକଙ୍କୁ ମାର୍ଶାଲ ଟେକି ନେଇ ବିଧାନସଭାରୁ ବାହାର କରିଦେଇଥିଲେ ।

jammu assembly

ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ସୋମବାର ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ଅଧିବେଶନରେ ଲଗାତର ଦ୍ବିତୀୟ ଦିନ ଗଣ୍ଡଗୋଳ ଉପୁଜିଥିବା ଦେଖିବାକୁ ମିଳିଛି। ଏପଟେ ବିଜେପି ନେତାମାନେ 'ଭାରତ ମାତା କି ଜୟ' ବୋଲି କହି ସ୍ଲୋଗାନ୍‌ ଦେଉଛନ୍ତି।ଗତକାଲି ଧାରା ୩୭୦ ଲେଖାଥିବା ଏକ ପୋଷ୍ଟର ଦେଖାଇବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଯାହାକୁ ବିଜେପି ବିଧାୟକମାନେ ବିରୋଧ କରିବାରୁ ମାରପିଟ୍ ଯାଏଁ କଥା ଯାଇଥିଲା। ଖୁର୍ସିଦ୍ ଅହମଦ ସେଖ ଏହି ପୋ‌ଷ୍ଟର୍‌ ଦେଖାଇଥିଲେ। ସେ ହେଉଛନ୍ତି ଜେଲ୍‌ ଦଣ୍ଡାଦେଶ ପାଇଥିବା ବାରମୁଲା ଲୋକସଭା ସାଂସଦ ଇଞ୍ଜିନିୟର୍‌ ରସିଦଙ୍କ ଭାଇ।

ବିଜେପି ଓ ଶାସକ ବିଧାୟକଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ବେଳେ ବାଚସ୍ପତି ବିଧାୟକ ଖୁର୍ସିଦ୍ ଅହମଦ ସେଖଙ୍କ ପକ୍ଷ ନେଉଥିବା ନେଇ ଅଭିଯୋଗ କରିଥିଲେ ବିରୋଧୀ ଦଳ ନେତା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+