IPS ସ୍ତରରେ ଅଦଳ ବଦଳ; ସଂଜୟ କୌଶଲ ହେଲେ କେନ୍ଦ୍ରାଞ୍ଚଳ ଆଇଜି
ନିର୍ବାଚନ କମିଶନଙ୍କ ଆଦେଶ ପରେ IPS ସ୍ତରରେ ଅଦଳ ବଦଳ । ସଂଜୟ କୌଶଲ ହେଲେ କେନ୍ଦ୍ରାଞ୍ଚଳ ଆଇଜି । ଆଶିଷ ସିଂହଙ୍କ ଜାଗାରେ ନିଯୁକ୍ତି ପାଇଲେ କୌଶଲ।
ଆଶିଷ ସିଂହଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି । ଉମାଶଙ୍କର ଦାସ ହେଲେ ଅନୁଗୁଳ ଏସ୍ପି । ଆର୍. ପ୍ରକାଶ ହେଲେ କଟକର ନୂଆ ଡିସିପି । ବ୍ରିଜେଶ କୁମାର ରାୟ ହେଲେ ରାଉରକେଲା ଏସ୍ପି।













Click it and Unblock the Notifications