ପୁଣି ସକ୍ରିୟ ହେବ ଚନ୍ଦ୍ରଯାନ-3ର ଲ୍ୟାଣ୍ତର ବିକ୍ରମ ଓ ରୋଭର ପ୍ରଜ୍ଞାନ
Chandrayaan 3: ୧୪ ଦିନର ସ୍ଲିପ୍ ମୋଡ ପରେ ଆଜି ପୁଣି ଆକ୍ଟିଭ ହେବ ଚନ୍ଦ୍ରଯାନ-3ର ଲ୍ୟାଣ୍ତର ବିକ୍ରମ ଓ ରୋଭର ପ୍ରଜ୍ଞାନ । ଗତ ୨୦ ତାରିଖରୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଦିନ ହେବାରେ ଲାଗିଛି । ସୂର୍ଯ୍ୟ କିରଣ ପଡିବା ପରେ ପୁଣି ଲ୍ୟାଣ୍ତର ଓ ରୋଭର ଆକ୍ଟିଭ୍ ହେବ ବୋଲି ଇସ୍ରୋ ଆଶାହାଦୀ ଅଛି । ଯଦି ଏହି ପ୍ରକ୍ରିୟା ସଫଳ ହୁଏ ତେବେ ଭାରତକୁ ପୁଣି ଏକ ବଡ଼ ସଫଲତା ମିଳିବ । ସେହିପରି ଆଗାମୀ ୧୪ ରୁ ୧୫ ଦିନ ପର୍ଯ୍ୟନ୍ତ ପୁଣି ଚନ୍ଦ୍ରପୃଷ୍ଠରେ ଅଧିକ ଗବେଷଣା କରିବାରେ ସଫଳ ହେବ ଇସ୍ରୋ ।

ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ୧୧ ଦିନ ପରେ ଲ୍ୟାଣ୍ତର ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ସ୍ଲିପ୍ ମୋଡରେ ପଠାଯାଇଥିଲା । ଇସ୍ରୋ ମୁଖ୍ୟ ସୋମନାଥଙ୍କ ସୂଚନା ଅନୁସାରେ, ଲ୍ୟାଣ୍ତର ଓ ରୋଭରକୁ ବର୍ତ୍ତମାନ ଶିବଶକ୍ତି ପଏଣ୍ଟରେ ହିଁ ରଖାଯାଇଛି । ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟାଦୟ ପରେ ଏହାର ପେଲୋଡ୍ ପୁଣି ଆରମ୍ଭ ହେବ । ସେପ୍ଟେମ୍ବର ୪ ତାରିଖରେ ବିକ୍ରମ ଲ୍ୟାଣ୍ତକୁ ସ୍ପିପିଂ ମୋଡରେ ଅଣାଯାଇଥିଲା । କେବଳେ ରିସିଭରକୁ ଛାଡି ସମସ୍ତ ଯନ୍ତ୍ରାଂଶୟକୁ ବନ୍ଦ କରି ରଖାଯାଇଥିଲା ।
ସୂଚନାଥାଉ ଯେ, ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-3 ଦକ୍ଷିଣ ମେରୁରେ ପହଞ୍ଚି ସାରା ବିଶ୍ୱରେ ଏକ ଇତିହାସ ରଚିଥିଲା । ଭାରତ ପ୍ରଥମ ଦେଶ ହୋଇ ପାରିଥିଲା ଯେ, ଦକ୍ଷିଣ ମେରୁରେ ପହଞ୍ଚି ପାରିଥିଲା । ଏହା ପୂର୍ବରୁ କୌଣସି ଦେଶ ଦକ୍ଷିଣ ମେରୁରେ ପହଞ୍ଚି ପାରିନଥିଲା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications