ଚନ୍ଦ୍ରରୁ ଆସିଲା ପ୍ରଜ୍ଞାନର ପ୍ରଥମ ଭିଡିଓ: ଦେଖନ୍ତୁ ଲ୍ୟାଣ୍ତର ବିକ୍ରମରୁ କିଭଳି ବାହାରିଲା ରୋଭର
Chandrayaan-3 Pragyan Rover: ଚନ୍ଦ୍ରଯାନ -3 ଚନ୍ଦ୍ର ପୃଷ୍ଠରେ ଯାତ୍ରା ଆରମ୍ଭ କରିଛି। ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଅଗଷ୍ଟ 25ରେ ଏକ୍ସ (ଟ୍ୱିଟର୍)ରେ ବିକ୍ରମ ଲ୍ୟାଣ୍ତରରୁ ରୋଭର ପ୍ରଜ୍ଞାନ କିପରି ବାହାରି ଚନ୍ଦ୍ରପୃଷ୍ଠରେ ଓହ୍ଲାଉଛି ତାହାର ଏକ ଭିଡିଓ ପୋଷ୍ଟ କରିଛି ।

ଇସ୍ରୋ ନିଜ ମାଇକ୍ରୋ ବ୍ଲଗିଙ୍ଗ୍ ସାଇଟ୍ 'ଏକ୍ସ'ରେ ସମସ୍ତ ଅପଡେଟ୍ ସେୟାର କରିଛି । ବର୍ତ୍ତମାନ ISRO ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଲ୍ୟାଣ୍ଡରରୁ ବାହାରିବା ପରେ ରୋଭର୍ ପ୍ରଜ୍ଞାନ୍ ଚନ୍ଦ୍ରରେ ଗଡ଼ିବା ସହ ସହିତ ବୁଲି ତଥ୍ୟ ସଂଗ୍ରହ କରୁଛି । ଭିଡିଓ ସେୟାର କରି ISRO ଲେଖିଛି, ଚନ୍ଦ୍ରଯାନ -3 ରୋଭର ଲ୍ୟାଣ୍ଡରୁ ଚନ୍ଦ୍ର ପୃଷ୍ଠରେ କିପରି ଅବତରଣ କଲା ଦେଖନ୍ତୁ।
... ... and here is how the Chandrayaan-3 Rover ramped down from the Lander to the Lunar surface. pic.twitter.com/nEU8s1At0W
— ISRO (@isro) August 25, 2023
Here is how the Lander Imager Camera captured the moon's image just prior to touchdown. pic.twitter.com/PseUAxAB6G
— ISRO (@isro) August 24, 2023












Click it and Unblock the Notifications