ଚନ୍ଦ୍ରଯାନ-3 LIVE UPDATE: ଚନ୍ଦ୍ର ଅଭିମୁଖେ ଉଡ଼ିଲା ଚନ୍ଦ୍ରଯାନ-3, ଇସ୍ରୋରେ ଖୁସିର ମାହୋଲ
ଭାରତର ମହାକାଶ ଗବେଷଣା ସଙ୍ଗଠନ ତଥା ସାରା ଦେଶ ପାଇଁ ଆସନ୍ତା କାଲି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ବହୁ ପ୍ରତୀକ୍ଷିତ ଚନ୍ଦ୍ରାୟନ 3 ର ହେବ ଉତକ୍ଷେପଣ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ରୁ ଭାରତୀୟ ସମୟ ଅପରାହ୍ନ 2.35 ମିନିଟରେ ଲଞ୍ଚ ହେବ ଚନ୍ଦ୍ରାୟନ -3 । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ISRO) ଏହାର ସମସ୍ତ ପ୍ରସ୍ତୁତି ଶେଷ କରିଛି । ଜୁଲାଇ 11-12 ରେ ବୈଜ୍ଞାନିକମାନେ ମଧ୍ୟ ରିହର୍ସାଲ କରିଛନ୍ତି । ସମସ୍ତ କ୍ଷେତ୍ର ସ୍ୱାଭାବିକ ଥିବା ପରେ ବର୍ତ୍ତମାନ ଏହାର ଉତକ୍ଷେପଣ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ସାରା ଦେଶ ଏହି ମିଶନର ସଫଳତା ପାଇଁ ଉତ୍ସାହର ସହ ଅପେକ୍ଷା କରି ରହିଛି ।
ଚନ୍ଦ୍ରାୟନ 3 ର ଲଞ୍ଚିଂ ଏବଂ ଏହା ସମ୍ପର୍କିତ ସମସ୍ତ ଟିକିନିଖି ଖବର ତଥା ଲାଇଭ୍ ଅପଡେଟ୍ ପାଇଁ ୱାନ୍ ଇଣ୍ଡିଆ ଓଡ଼ିଆ ସହ ଯୋଡ଼ି ହୋଇ ରୁହନ୍ତୁ ।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସମଗ୍ର ISRO ଟିମକୁ ଅଭିନନ୍ଦନ: ଜିତେନ୍ଦ୍ର ସିଂ
ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
Chandrayaan-3 scripts a new chapter in India's space odyssey. It soars high, elevating the dreams and ambitions of every Indian. This momentous achievement is a testament to our scientists' relentless dedication. I salute their spirit and ingenuity! https://t.co/gko6fnOUaK
— Narendra Modi (@narendramodi) July 14, 2023
ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
गौरव के क्षण, बधाई हो भारत! 🇮🇳🇮🇳
Congratulations to Team @ISRO on the successful launch of the #Chandrayaan3 🌕
These special moments will be remembered forever! Every Indian is immensely proud today 🇮🇳 pic.twitter.com/oOEc7qfb4g
— Dr Mansukh Mandaviya (@mansukhmandviya) July 14, 2023
ଚନ୍ଦ୍ରୟାଣ-୩
Vijayee Bhava!
— Sudarsan Pattnaik (@sudarsansand) July 14, 2023
As India attempts to land on the moon with #Chandrayan3, We wish success for the mission . My SandArt installation with 500 steel bowls with a message “Vijayee Bhava”, at Puri beach in Odisha . @isro pic.twitter.com/vwbbO3rJNf













Click it and Unblock the Notifications