Get Updates
Get notified of breaking news, exclusive insights, and must-see stories!

ଅଧିକ ଶିଶୁ ଜନ୍ମ କରିବାକୁ ଜନତାଙ୍କୁ କହିଲେ ଆନ୍ଧ୍ର ସିଏମ୍‌, ଜାଣନ୍ତୁ ଏଭଳି କାହିଁକି ଅପିଲ କଲେ ଚନ୍ଦ୍ରବାବୁ ନାଇଡୁ

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଜବ ଆହ୍ୱାନ । ଦକ୍ଷିଣ ଭାରତୀୟ ରାଜ୍ୟର ଲୋକେ ଅଧିକ ସନ୍ତାନ ଜନ୍ମ କରିବାକୁ ଆହ୍ୱାନ ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ବୟସ୍କଙ୍କ ସଂଖ୍ୟା ବଢୁଥିବାରୁ ଆନ୍ଧ୍ର ସରକାର ଜନସଂଖ୍ୟା ପ୍ରବନ୍ଧନ ପାଇଁ ଯୋଜନା କରିବେ । ଏହି ଯୋଜନାରେ ଅଧିକ ସନ୍ତାନ ଥିବା ପରିବାରକୁ ଆର୍ଥିକ ସହାୟତା ଦିଆଯିବ ।

Chandrababu Naidu

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସରକାର ଦୁଇରୁ ଅଧିକ ସନ୍ତାନ ଥିବା ପରିବାରକୁ ପ୍ରୋତ୍ସାହନ ଦେବାକୁ ଚିନ୍ତା କରୁଛନ୍ତି। ଏପରିକି ଏକ ନୂତନ ଆଇନ ଆଣିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି। ଯଦି ଏହି ଆଇନ ଆସେ ତେବେ ଦୁଇରୁ ଅଧିକ ପିଲା ଥିବା ଲୋକମାନେ ମଧ୍ୟ ଆନ୍ଧ୍ରପ୍ରଦେଶରେ ଲୋକାଲ୍ ବଡି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ବୟସ୍କଙ୍କ ସଂଖ୍ଯା ବୃଦ୍ଧି ଯୋଗୁଁ ଆନ୍ଧ୍ର ସମେତ ଦକ୍ଷିଣ ଭାରତୀୟ ରାଜ୍ୟ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ଏହାର ମୁକାବିଲା ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏପରି ଆହ୍ୱାନ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+