Get Updates
Get notified of breaking news, exclusive insights, and must-see stories!

ଆଜି JMM'ରୁ ଇସ୍ତଫା ଦେବେ ଚମ୍ପାଇ ସୋରେନ

Champai Soren Resignation: ଝାଡ଼ଖଣ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ JMM ଦଳ ସହ ଝାଡଖଣ୍ଡ କ୍ୟାବିନେଟରୁ ଇସ୍ତଫା ଦେବେ। ୩୦ ଅଗଷ୍ଟରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେବେ । ଇସ୍ତଫା ଦେବା ପୂର୍ବରୁ ରାଞ୍ଚିରେ ଗଣମାଧ୍ୟମ ସହ ସେ ଆଲୋଚନା କରି କହିଛନ୍ତି ଯେ, ଝାଡଖଣ୍ଡର ଭଲ ପାଇଁ ଆମେ ଏପରି ନିଷ୍ପତ୍ତି ନେଇଛୁ । ସେ ଆହୁରି କହିଛନ୍ତି ଆମେ ସଙ୍ଘର୍ଷରୁ ବାରାରିଥିବା ବ୍ୟକ୍ତି । କୌଣସି ପରିସ୍ଥିତିକୁ ଆମେ ଭୟ କରୁନି । ଆଜି ମୁଁ ଇସ୍ତଫା ଦେବି...

Champai Soren Resignation

ଗତ ମାସରେ ଯେତେବେଳେ ଚମ୍ପାଇ ସୋରେନ ଦିଲ୍ଲୀ ଗସ୍ତରେ ଆସିଥିଲେ, ସେତେବେଳେ ବିଶ୍ୱାସ କରାଯାଉଥିଲା ଯେ ସେ କିଛି ଜେଏମଏମର ବିଧାୟକଙ୍କ ସହ ବିଜେପିରେ ଯୋଗଦେବେ, କିନ୍ତୁ ପରେ ସେ ଏହାକୁ ଅସ୍ୱୀକାର କରି କହିଥିଲେ ଯେ ସେ ବ୍ୟକ୍ତିଗତ କାମ ପାଇଁ ଦିଲ୍ଲୀ ଆସିଛନ୍ତି । ତେବେ କିଛି ଦିନ ପରେ ଅମିତ ଶାହଙ୍କ ସହ ତାଙ୍କର ସାକ୍ଷାତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+