ହିମସ୍ଖଳନ: ୪୬ ଶ୍ରମିକ ଉଦ୍ଧାର,ଏବେ ବି ୫ ନିଖୋଜ
ଉତ୍ତରାଖଣ୍ଡର ବଦ୍ରିନାଥରେ ଶୁକ୍ରବାର ଘଟିଥିବା ହିମସ୍ଖଳନରେ ଫସିରହିଥିବା ଶ୍ରମିକମାନଙ୍କ ମଧ୍ୟରୁ ୪୬ ଜଣଙ୍କୁ ଉଦ୍ଧାର କରାଯାଇଛି। ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଏବେ ବି ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ହୋଇଥିବା ୪୬ ଶ୍ରମିକଙ୍କ ମଧ୍ୟରୁ ୨୬ ଜଣ ଶ୍ରମିକ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ଆଉ ୨୦ ଜଣ ଆଇଟିବିପି କ୍ୟାମ୍ପରେ ସୁରକ୍ଷିତ ଅଛନ୍ତି ।













Click it and Unblock the Notifications