ନୋ ମନି ଫର୍ ଟେରର କନଫରେନ୍ସ: ଆତଙ୍କବାଦକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି

ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ମୋଦି ନୋ ମନି ଫର୍ ଟେରର ଦେଇଛନ୍ତି ଏଭଳି ମନ୍ତବ୍ୟ ।

ନୂଆଦିଲ୍ଲୀ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ ମୋଦି ନୋ ମନି ଫର୍ ଟେରର ଦେଇଛନ୍ତି ଏଭଳି ମନ୍ତବ୍ୟ । ସେ କହିଛନ୍ତି କିଛି ଦେଶ ଆତଙ୍କବାଦ ପାଇଁ ଫଣ୍ଡିଂ ଦେଉଛନ୍ତି । ବିଭିନ୍ନ ରାସ୍ତା ଦେଇ ଆତଙ୍କବାଦୀଙ୍କ ନିକଟରେ ସହୟତା ପହଞ୍ଚୁଛି । କିନ୍ତୁ ଦେଶରେ ଆଗକୁ ଏହାକୁ ପ୍ରତ୍ସାହନ ଦିଆଯିବା ଉଚିତ ନୁହେଁ, ଦେଶରୁ ଏହାକୁ ସଂପୂର୍ଣ୍ଣ ମୂଳ ପୋଛ ନେଇ ମୋଦି କହିଛନ୍ତି । ତେବେ ନୋ ମନି ଫର ଟେରର ସମ୍ମିଳନୀ ପୂର୍ବରୁ ମେଲବର୍ଣ୍ଣରେ ହୋଇଥିଲା ।

modi
ଆଜି ଠାରୁ ଭାରତରେ ଏହି ସମ୍ମିଳନୀ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଆତଙ୍କବାଦ ମାନବ ସମାଜ, ସ୍ବତନ୍ତ୍ରତା ଓ ସଭ୍ୟତା ପାଇଁ ସବୁଠୁ ବଡ ବିପଦ । ଆମେ ସଭିଏଁ ଏକତ୍ରିତ ହୋଇ ଆତଙ୍କବାଦ ବିରୋଧରେ ପଦକ୍ଷେପ ନେବା ବୋଲି କହିଛନ୍ତି ପିଏମ ମୋଦି ।

ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ଆତଙ୍କବାଦକୁ ନେଇ ପାକିସ୍ତାନକୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି , ଭାରତ ସର୍ବଦା ପାକିସ୍ତାନ ସହିତ ସୁସଂପର୍କ ପାଇଁ ଚେଷ୍ଟା କରିଛି । କିନ୍ତୁ ପାକ୍ ଆତଙ୍କବାଦର ସହାୟତା କରି ସର୍ବଦା କ୍ଷତି ପହଞ୍ଚାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+