ଉଲ୍‍ଫାକୁ ବେଆଇନ ଘୋଷଣା କରିବା ଲାଗି ଗଠନ ହେଲା ସ୍ୱତନ୍ତ୍ର ଟ୍ରିବ୍ୟୁନାଲ୍‍

ୟୁନାଇଟେଡ୍ ଲିବରେସନ ଫ୍ରଣ୍ଟ ଅଫ୍ ଆସାମ- ଉଲ୍ଫାକୁ ବେଆଇନ ଘୋଷଣା କରିବା ପାଇଁ ଯଥେଷ୍ଟ କାରଣ ଅଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ ନିବାରଣ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। ଟ୍ରିବ୍ୟୁନାଲ ଏହାର ଗୋଷ୍ଠୀ, ଶାଖା ଏବଂ ଆଗଧାଡ଼ିର ସଂଗଠନଗୁଡ଼ିକର ମଧ୍ୟ ଅନୁଧ୍ୟାନ କରିବେ।

MINISTERY OF HOME AFFAIRS MHA

ଗୌହାଟୀ ହାଇକୋର୍ଟର ବିଚାରପତି ମାଇକେଲ ଜୋଥାନଖୁମା ଏହି ଟ୍ରିବ୍ୟୁନାଲର ନେତୃତ୍ୱ ନେବେ । ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଲ୍ଫା ଉପରେ ଲାଗିଥିବା ନିଷେଧାଦେଶକୁ ୫ ବର୍ଷ ପାଇଁ ବୃଦ୍ଧି କରିଥିଲା। ଅପରାଧିକ କାର୍ଯ୍ୟକଳାପ, ଦାଦାବଟି ଆଦାୟ ଏବଂ ଭାରତରୁ ଅଲଗା ହେବା ଉଦ୍ଦେଶ୍ୟରେ ସଂଗଠନର ନିରନ୍ତର ସମ୍ପୃକ୍ତି ଥିବା ମନ୍ତ୍ରଣାଳୟ ଦର୍ଶାଇଛି। ୧୯୯୦ମସିହାରେ ପ୍ରଥମେ ଏହି ସଂଗଠନକୁ ନିଷିଦ୍ଧ କରାଯାଇଥିଲା ଏବଂ ସେବେଠାରୁ ଏହି ନିଷେଧାଦେଶକୁ ସମୟକ୍ରମେ ବୃଦ୍ଧି କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+