ଦେଶରେ ଆସନ୍ତା ବର୍ଷ ହୋଇପାରେ ଜନଗଣନା
Census In India: କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇଥିବା ଜନଗଣନା ସଂପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆସନ୍ତା ବର୍ଷ ଠାରୁ ଦେଶରେ ଜନଗଣନା ଆରମ୍ଭ ହୋଇପାରେ । ଜନଗଣନା ଆସନ୍ତା ବର୍ଷ 2025 ଆରମ୍ଭ ହୋଇ 2026 ପର୍ଯ୍ୟନ୍ତ ଜାରି ରହିବ । କରୋନା ମହାମାରୀ ପାଇଁ 2021 ମସିହାରେ ହେବାକୁ ଥିବା ଜନଗଣନାକୁ ସ୍ଥଗିତ ରଖାଯାଇଥିଲା ।

ସୂତ୍ର ପକ୍ଷରୁ ମିଳିଥିଲା ସୂଚନା ଅନୁସାରେ, ବର୍ତ୍ତମାନ ଜନଗଣନା ଚକ୍ରରେ ପରିବର୍ତ୍ତନ ହେବ । ପୂର୍ବରୁ ଦଶ ବର୍ଷରେ ଜନଗଣନା କରାଯାଇଥିଲା। ଯେପରିକି ଜନଗଣନା 1991, 2001, 2011 ଇତ୍ୟାଦିରେ ଆରମ୍ଭ ହେଉଥିଲା । ବର୍ତ୍ତମାନ 2025 ପରେ, ପରବର୍ତ୍ତୀ ଜନଗଣନା 2035, 2045, 2055 ରେ ହେବ ।
2021 ରେ ହେବାକୁ ଥିବା ଜନଗଣନା ବର୍ତ୍ତମାନ 2025 ରେ କରାଯିବାର ସମ୍ଭାବନା ରହିଛି । ହେଲେ ଏପର୍ଯ୍ୟନ୍ତ ଜନଗଣନା ଆରମ୍ଭ ହେବାର ତାରିଖ ସ୍ଥିର କରାଯାଇ ନାହିଁ, କିନ୍ତୁ ରେଜିଷ୍ଟ୍ରାର ଜେନେରାଲଙ୍କ ପ୍ରସ୍ତୁତି ଚାଲିଛି। ଜନଗଣନା ପାଇଁ ପ୍ରାୟ 2 ବର୍ଷ ଲାଗିବ ଲାଗି ପାରେ । ଜନଗଣନା ସମ୍ବନ୍ଧୀୟ କେତେକ ନୀତିଗତ ନିଷ୍ପତ୍ତି ମଧ୍ୟ ସରକାରୀ ସ୍ତରରେ ନିଆଯାଇ ପାରେ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications