ଆସନ୍ତାକାଲି ୧୧ଟାରେ ପୁଣି CCS ବୈଠକ

ଆସନ୍ତାକାଲି ପୁଣି CCS ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାଲି ଦିନ ୧୧ଟାରେ ବସିବ ସିସିଏସ୍ ବୈଠକ । ବୁଧବାର ସକାଳ ୧୧ଟାରେ କ୍ୟାବିନେଟ୍ ସୁରକ୍ଷା କମିଟି (CCS)ର ଏକ ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ CCS ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସୁରକ୍ଷା ପ୍ରସ୍ତୁତି ଉପରେ ଆଲୋଚନା ହୋଇପାରେ । ପହଲଗାମ ଆତଙ୍କବାଦ ଆକ୍ରମଣ ପରେ ଏହା ଦ୍ୱିତୀୟ CCS ବୈଠକ ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ରହିବେ ।

ବୈଠକରେ ସୁରକ୍ଷା ପ୍ରସ୍ତୁତି ବିଷୟରେ ଆଲୋଚନା କରାଯାଇ ପାରେ । ଭାରତ ସରକାର ଆଗକୁ କେଉଁ ପ୍ରକାର ପ୍ରତିକ୍ରିୟା ଦେବା ଉଚିତ ସେ ବିଷୟରେ ଆଲୋଚନା ହେବ। ସୁରକ୍ଷା ପ୍ରସ୍ତୁତି

CCS meeting
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+