Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ପ୍ରକାଶ ପାଇବ ସିବିଏସ୍ଇ ଦଶମ-ଦ୍ବାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ

କାଲି ପ୍ରକାଶ ପାଇପାରେ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ । ଦିନ ୧୦ଟାବେଳେ ଫଳ ପ୍ରକାଶ ପାଇପାରେ । ୧୦ମ ଶ୍ରେଣୀରେ ୨୪ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଦ୍ୱାଦଶରେ ୧୭ ଲକ୍ଷ ୮୮ ହଜାର ପିଲା ପରୀକ୍ଷା ଦେଇଛନ୍ତି ।

CBSE Class 12th Result 2025 TOMORROW

ପରୀକ୍ଷା ଫଳ ପ୍ରକାଶ ନେଇ ସିବିଏସଇ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ପୂବ ଖବର ମୁତାବକ ମେ ମାଓ ଦ୍ୱିତୀୟ ସପ୍ତାହରେ ରେଜଲ୍ଟ ବାହାରିବା ନେଇ ସୂଚନା ପ୍ରକାଶ କରାଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+