CBSE Board Exam 2021: ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଟାଇମ ଟେବୁଲର ସମ୍ପୂର୍ଣ୍ଣ ବିବରଣୀ

ଆସନ୍ତାକାଲି ପ୍ରକାଶ ପାଇବ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଟାଇମ ଟେବୁଲ ।

ନୂଆଦିଲ୍ଲୀ- ଆସନ୍ତାକାଲି ପ୍ରକାଶ ପାଇବ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଟାଇମ ଟେବୁଲ । ମେ 4 ରୁ ଜୁନ୍ 10 ତାରିଖ ପର୍ଯ୍ୟନ୍ତ ଅଫଲାଇନ୍ ମୋଡରେ ହେବ ପରୀକ୍ଷା । ତେବେ ଆସନ୍ତାକାଲି ପରୀକ୍ଷା ଟାଇମ ଟେବୁଲ ଘୋଷଣା ପରେ ସିବିଏସ୍ଇ ଅଫିସିଆଲ୍ସ ସାଇଟ cbse.nic.in ଏହା ପ୍ରକାଶ ପାଇବ । ତେବେ କେମିତି ଜାଣିବେ ପରୀକ୍ଷା ଟାଇମ ଟେବୁଲ, କେମିତି ଏହାକୁ ଡାଉଲୋଡ କରିବେ ? ଯାହା ସମାଧାନ ଆମେ ଆପଣଙ୍କୁ କହିବୁ.....

CBSE Board Exam 2021

କଣ କରିବେ:

  • ଷ୍ଟେପ-1: ପ୍ରଥମେ ଗୁଗଲରେ ସିବିଏସ୍ଇର ଅଫିସିଆଲ୍ ୱେବସାଇଟ୍- cbse.nic.in ସର୍ଚ୍ଚ କରନ୍ତୁ ।
  • ଷ୍ଟେପ-2: 'ଶ୍ରେଣୀ 10, 12 ତାରିଖସିଟ୍' ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
  • ଷ୍ଟେପ୍-3: କ୍ଲାସ୍ 10/12 ପରୀକ୍ଷା ସୂଚୀ ଆପଣଙ୍କ କମ୍ପୁଟର ସ୍କ୍ରିନରେ ଦେଖାଯିବ ।
  • ଷ୍ଟେପ୍-4: ଏହାକୁ ଡାଉନଲୋଡ କରି ଏକ ହାର୍ଡ କପି ବାହାର କରି ନିଅନ୍ତୁ ।

ଏହି ବର୍ଷ, ସମସ୍ତ COVID-19 ମହାମାରୀ ଗାଇଡଲାଇନ ଅନୁଯାୟୀ ସିବିଏସ୍ଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଫେସ୍ ମାସ୍କ ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ । ମାର୍ଚ୍ଚ 1 ରୁ ବିଦ୍ୟାଳୟଗୁଡ଼ିକ ପ୍ରାଟିକାଲ ପରୀକ୍ଷା କରିବେ। ଫଳାଫଳ ଜୁଲାଇ 15 ସୁଦ୍ଧା ଘୋଷଣା କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+