Get Updates
Get notified of breaking news, exclusive insights, and must-see stories!

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ:ପାସ୍ ହାର ୯୩.୧୨%

ଭୁବନେଶ୍ୱର:ପ୍ରକାଶ ପାଇଲା CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ । ମୋଟ୍ ପାସ ହାର ରହିଛି ୯୩.୧୨% । ଗତବର୍ଷ ଅପେକ୍ଷା ଏଥର ପାସ୍ ହାର ୧.୨୮ ପ୍ରତିଶତ କମ୍ ରହିଛି । ଝିଅଙ୍କ ପାସ୍ ହାର-୯୪.୨୫% ରହିଥିବା ବେଳେ ପୁଅଙ୍କ ପାସ୍ ହାର ୯୨.୨୬% ରହିଛି । ତେବେ କେବେଳ ଭୁବନେଶ୍ୱର ରିଜିଅନରେ ପାସହାର ୯୩.୬୪ ପ୍ରତିଶତ ରହିଛି ।

 CBSE

ସୂଚନାଯୋଗ୍ୟ ଯେ, cbseresults.nic.in, digilocker.gov.in digilocker.gov.inରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ ଦେଖିପାରିବେ । ଗତ ଫେବ୍ରୁଆରୀ ୧୫ରୁ ଏପ୍ରିଲ୍ ୫ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଚଳିତବର୍ଷ ଦିଲ୍ଲୀଠାରୁ ଓଡ଼ିଶା ରିଜିଅନରେ ଭଲ ରେଜଲ୍ଟ ହୋଇଛି । ଭୁବନେଶ୍ୱର ରିଜିଅନରେ ପାସ୍ ହାର ୯୯.୯୧ ପ୍ରତିଶତ ରହିଛି । ସେହିପରି ପାସ୍ ହାରର ଟପରେ ରହିଛି କେରଳ ତ୍ରିଭେନ୍ଦ୍ରମ ରିଜିଅନ । ତ୍ରିଭେନ୍ଦ୍ରମରେ ପାସ୍ ହାର ୯୩.୯୧ ପ୍ରତିଶତ ରହିଛି । ଗୌହାଟୀ ରିଜିଅନର ପାସ୍ ହାର ସବୁଠୁ କମ ରହିଛି । ତେବେ ଚଳିତ ବର୍ଷ ପାସ ହାରରେ ପୁଅଙ୍କୁ ପଛରେ ପକାଇ ଦେଇଛନ୍ତି ଝିଅ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+