୩ ଦିନିଆ ରିମାଣ୍ତରେ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, CBI'କରିବ ଜେରା

Arvind Kejriwal: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସିବିଆଇ ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନିଆ ରିମାଣ୍ତରେ ନେଇଛି । କେଜ୍ରିୱାଲଙ୍କୁ ଜେରା କରିବା ପାଇଁ CBI' ୫ ଦିନିଆ ରିମାଣ୍ତ ପାଇଁ କୋର୍ଟରେ ଆବେଦନ କରିଥିଲା ହେଲେ ଦିଲ୍ଲୀର ରାଉଦ୍ ଆଭେନ୍ୟୁ କୋର୍ଟ ୩ ଦିନ ରିମାଣ୍ତରେ ନେବାକୁ ଅନୁମତି ଦେଇଥିଲେ ।

CM Arvind Kejriwal

ସୂଚନା ଅନୁସାରେ, ଆଜି କେଜ୍ରିୱାଲଙ୍କୁ ତିହାର ଜେଲରେ ସିବିଆଇ ପଚରାଉଚରା କରାଯିବ । ପୂର୍ବରୁ ଇଡି ଦ୍ୱାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗତରାଲି କୋର୍ଟରେ ସିବିଆଇ ଗିରଫ କରିଥିଲା । ଗତସପ୍ତାହରେ କେଜ୍ରିୱାଲଙ୍କୁ ରେଗୁଲାର ବେଲ୍ ଦେଇଥିଲେ ରାଉଜ୍ ଏଭିନ୍ୟୁ କୋର୍ଟ । ଯାହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଇଡି । ହାଇକୋର୍ଟ ବେଲ୍ ଉପରେ ରୋକ ଲଗାଇବା ସହ ଜାମିନ ଖାରଜ କରିଥିଲେ। ଯାହାପରେ ସୁପ୍ରିମକୋର୍ଟ ଯାଇଥିଲେ କେଜ୍ରିୱାଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+