ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ଅଡ଼ୁଆରେ ଛତିଶଗଡ ପୂର୍ବତନ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାଁରେ ଏତଲା। ମହାଦେବ ବେଟିଂ ଆପ୍ ମାମଲାରେ ବାଘେଲଙ୍କ ସମେତ ଏହି ଆପ୍ ପ୍ରମୋଟରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଟାଇମ୍ସ ନାଓ ରିପୋର୍ଟ ଅନୁଯାୟୀ, ସେମାନଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି।

bhupesh baghel

ଏହାପୂର୍ବରୁ ମାର୍ଚ୍ଚ ୮ରେ ମହାଦେବ ଆପ ସହ ଲିଙ୍କ୍ ଥିବା ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୁଇ ଜଣଙ୍କୁ ଗିରଫ କରିଥିଲା, ଯେଉଁଥିରେ ଛତିଶଗଡର ବିଭିନ୍ନ ଉଚ୍ଚ ପଦାଧିକାରୀ ତଥା ପ୍ରଶାସନିକ ଅଧିକାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଗିରିଶ ତାଲରେଜା ଏବଂ ସୁରଜ ଚୋଖାନୀଙ୍କୁ ଇଡି ମାର୍ଚ୍ଚ ୨ ଏବଂ ମାର୍ଚ୍ଚ ୩ରେ ଗିରଫ କରିଥିଲା। ଇଡି ସେମାନଙ୍କୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ହେପାଜତକୁ ନେଇ ପଚରାଉଚରା କରୁଛି। ଗତ ବୁଧବାର ମହାଦେବ ବେଟିଂ ଆପ୍ ମାମଲାର ତଦନ୍ତ ସମୟରେ ଇଡି କହିଥିଲା ଯେ, ଷ୍ଟକ୍ ମାର୍କେଟରେ ପ୍ରାୟ ୧,୧୦୦ କୋଟି ବିନିଯୋଗ ପାଇଁ ଅନେକ ଡମି ଆକାଉଣ୍ଟ ଏବଂ ନକଲି ବ୍ୟାଙ୍କ ସଂସ୍ଥା ବ୍ୟବହାର କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+