Canada Plane Crash: ମର୍ମନ୍ତୁଦ ବିମାନ ଦୁର୍ଘଟଣା, ୬ ମୃତ

କାନାଡାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ । ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଦୁର୍ଘଟଣା ହୋଇଛି । ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଜଣେ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହି ଦୁର୍ଘଟଣାକୁ ନେଇ ଉତ୍ତର-ପଶ୍ଚିମ ଅଞ୍ଚଳର ମୁଖ୍ୟ ପ୍ରିମିୟର ଆର.ଜେ. ସିମ୍ପସନ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଶୋକ ପ୍ରକାଶ କରି ଏକ ବୟାନ ଜାରି କରିଛନ୍ତି । ବିମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ସେନା ଓ ଫେଡେରାଲ୍‌ ପୁଲିସ ପହଞ୍ଚିଥିଲେ ।

plane_crash

ଏୟାର୍‌ଲାଇନ୍‌ସ୍ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ବିମାନ ଦୁର୍ଘଟଣା‌ରେ ଜଣେ ଯାତ୍ରୀ ବଞ୍ଚିଯାଇଛନ୍ତି । ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି, ସେ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଅଧିକ କୌଣସି ତଥ୍ୟ ମିଳିପାରି ନାହିଁ।

ସୂଚନା ଅନୁସାରେ, କାନାଡାରେ ଗୋଟାଏ ଛୋଟ ଚାର୍ଟର୍‌ ବିମାନ ଦୁର୍ଘଟଣାଗ୍ରସ୍ତ ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ସୁଦୂର ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ଦୁର୍ଘଟଣା ଘଟିଛି । ଖଣି ଅଭିମୁଖେ ଉଡ଼ାଣ ବେଳେ ଏହି ଦୁର୍ଘଟଣା ଘଟି ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+