Cabinet Decision: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଣିକି ପ୍ୟାନ୍ କାର୍ଡରେ ରହିବ ପାନ୍ କାର୍ଡ
Pan Card QR Code: ଏଣିକି ପ୍ୟାନ୍ କାର୍ଡରେ ରହିବ ପାନ୍ କାର୍ଡ । ସୋମବାର ଦିନ ପାନ ୨.୦ ପ୍ରକଳ୍ପକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ ବୈଠକରେ ଏହି ପ୍ରକଳ୍ପ ପାଇଁ ସରକାର ୧୪୩୫ କୋଟି ଟଙ୍କା ଖର୍ଚ୍ଚ କରିବେ । ତେବେ ବର୍ତ୍ତମାନ ବିନା ମୂଲ୍ୟରେ କ୍ୟୁଆର କାର୍ଡ ଅପଗ୍ରେଡ୍ କରାଯାଇ ପାରିବ । ତେବେ ଏପରି କରିବା ଦ୍ୱାରା ସେବା ମାନରେ ଉନ୍ନତି ଆସିବ ଏବଂ ଲୋକଙ୍କ ପାଖରେ ସହଜ ଓ ତ୍ୱିରତ ଭାବେ ସେବା ପହଞ୍ଚି ପାରିବ ।

PAN ୨.୦ ପ୍ରକଳ୍ପର ଅନୁମୋଦନ ହେବା ପରେ ଟିକସଦାତାମାନେ ପାନ୍ କାର୍ଡକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି । ନୂଆ ପ୍ୟାନ୍ କାର୍ଡକୁ ନେଇ ଅନେକ ପ୍ରଶ୍ନ ରହିଛି । ପାନ୍ କାର୍ଡ ୨.୦ ପ୍ରୋଜେକ୍ଟ ଅଧୀନରେ ତିଆରି ହୋଇଥିବା କାର୍ଡ ହେଉଛି ପାନ୍ କାର୍ଡ ୧.୦ ପ୍ରୋଜେକ୍ଟର ଏକ ଅପଗ୍ରେଡ୍ ଭର୍ସନ । ତେବେ ନୂଆ ବା QR କୋଡ୍ ଥିବା ପ୍ୟାନ୍ କାର୍ଡ ଆପଲାଏ କରିବା ପାଇଁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ ସମ୍ପୁର୍ଣ୍ଣ ଫ୍ରିରେ ନୂଆ କାର୍ଡ ମିଳିବ । ତେବେ ନୂଆ କାର୍ଡ ଆବେଦନ କରିବା ପାଇଁ ଆପଣଙ୍କୁ କେଉଁଠି ଯିବା ପାଇଁ ପଡିବ ନାହିଁ ଅନଲାଇନ୍ ଆବେଦନ କରିପାରିବେ ।
ପ୍ରକ୍ରିୟାକୁ ସରଳ କରିବାକୁ । ଟ୍ୟାକ୍ସ ଦେଉଥିବା ବ୍ୟକ୍ତିଙ୍କୁ ରେଜିଷ୍ଟ୍ରେସନ ଓ ସର୍ବିସକୁ ପ୍ରକ୍ରିୟାକୁ ସହଜ କରିବାକୁ ଶୀଘ୍ର କାମ ଶେଷ କରିବା ପାଇଁ ସାହାଯ୍ୟ କରିବ ନୂଆ ପ୍ୟାନ୍ କାର୍ଡ । ସମସ୍ତ ସୂଚନା ଗୋଟିଏ ସ୍ଥାନରେ ଏବଂ ସହଜରେ ଉପଲବ୍ଧ ହେବ । ଇକୋ-ଫ୍ରେଣ୍ଡଲି ପ୍ରକ୍ରିୟା ମାଧ୍ୟମରେ ଏହି କାର୍ଯ୍ୟ ଅନଲାଇନରେ କରାଯାଇ ପାରିବ ଏବଂ ମୂଲ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ । ଉନ୍ନତ ସୁରକ୍ଷା ପାଇଁ ଡିଜିଟାଲ ଭିତ୍ତିଭୂମିକୁ ନବୀକରଣ କରାଯାଇଛି ପ୍ରାୟ 78 କୋଟି ପ୍ୟାନକାର୍ଜ ଜାରି କରାଯାଇ ସାରିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications