ନେଟଫ୍ଲିକ୍ସର ବଡ଼ ପଦକ୍ଷେପ: ବିବାଦ ପରେ ବଦଳିବ 'IC 814-କାନ୍ଦାହାର ହାଇଜାକ୍' ସିରିଜରୁ ଆତଙ୍କବାଦୀଙ୍କ ନାଁ

IC 814 The Kandahar Hijack Controversy: ନେଟଫ୍ଲିକ୍ସର ୱେବ୍ ସିରିଜ୍ 'IC 814-କାନ୍ଦାହାର ହାଇଜାକ୍' ତଥ୍ୟକୁ ବଦଳାଇ ଏବଂ ଆତଙ୍କବାଦୀଙ୍କ ନାଁ ଭୋଲା ଓ ଶଙ୍କର ରଖାଯାଇଥିଲା, ଏହାକୁ ନେଇ ଆପତ୍ତି ଉଠାଇବା ସହ ହାଜର ହୋଇ ତଥ୍ୟ ରଖିବା ପାଇଁ ନେଟଫ୍ଲିକସକୁ ନୋଟିସ ଜାରି କରାଯାଇଥିଲା । ଏହା ପରେ ଭାରତ ସରକାର ନେଟଫ୍ଲିକ୍ସ ଇଣ୍ଡିଆର ବିଷୟବସ୍ତୁ ମୁଖ୍ୟଙ୍କୁ ଡକାଇଥିଲେ। ଏହି ବୈଠକ ପରେ ନେଟଫ୍ଲିକ୍ସ ନିଷ୍ପତ୍ତି ନେଇଛି ଯେ ସେମାନେ 'IC 814-କାନ୍ଦାହାର ହାଇଜାକ୍'ରେ ଅପହରଣକାରୀଙ୍କ ନାମ ଏବଂ କୋଡ୍ ପରିବର୍ତ୍ତନ କରାଯିବ ।

C 814 The Kandahar Hijack

ଏକ ସାମ୍ବାଦିକ ସମ୍ମିଳନୀରେ ନେଟଫ୍ଲିକ୍ସର Content Head ମୋନିକା ଶେର୍ଗିଲ କହିଛନ୍ତି - 1999ରେ ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ 814 ର ଅପହରଣ ସହିତ ଅପରିଚିତ ଦର୍ଶକଙ୍କ ସୁବିଧା ପାଇଁ, ଅପହରଣକାରୀଙ୍କ ପ୍ରକୃତ ନାମ ଏବଂ କୋଡ୍ ନାମକୁ ଅନ୍ତର୍ଭୁକ୍ତ କରିବା ପାଇଁ ଅପଡେଟ୍ କରାଯାଇଛି । ସେ ଆହୁରି କହିଛନ୍ତି ସିରିଜରେ ଥିବା କୋଡ୍ ନାମଗୁଡିକ ପ୍ରକୃତ ଘଟଣା ସମୟରେ ବ୍ୟବହୃତ ନାମଗୁଡ଼ିକୁ ପ୍ରତିଫଳିତ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+