ଖାଇକୁ ଖସିଲା ଯାତ୍ରୀବାହୀ ବସ: 5 ମୃତ, 25 ଗୁରୁତର
ଜମ୍ମୁ-କଶ୍ମୀରରେ ପୁଣି ବସ୍ ଦୁର୍ଘଟଣା । ରଜୌରୀରେ ଖାଇକୁ ବସ ଖସି 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 25 ଜଣ ଗୁରୁତର ହୋଇଛନ୍ତି ।
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଣି ବସ୍ ଦୁର୍ଘଟଣା । ରଜୌରୀରେ ଖାଇକୁ ବସ ଖସି 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 25 ଜଣ ଗୁରୁତର ହୋଇଛନ୍ତି । ପୁଞ୍ଚରୁ ରଜୌରୀ ଅଭିମୁଖେ ଆସୁଥିବା ବେଳେ ବସଟି ଖାଇକୁ ଖସିପଡିଥିଲା । ଗୁରୁତରଙ୍କ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ପୁଞ୍ଚ ଜିଲ୍ଲା ମଣ୍ଡି ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ବସଟି ଖାଇକୁ ଖସି ପଡିଥିଲା । ଏହି ବସରେ ପ୍ରାୟ 24 ରୁ 30ଜଣ ଯାତ୍ରୀ ଥିବା ସୂଚନା ରହିଛି । ବସଟି ମଣ୍ଡିରୁ ସାଉଜିୟାନ ଅଭିମୁଖେ ଯିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ବେରରି ନାଲ୍ଲାହ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା ।












Click it and Unblock the Notifications