କଶ୍ମୀରରେ ବଡ଼ ଦୁର୍ଘଟଣା: ଘାଇକୁ ଖସିଲା ବସ୍, ୩ ଯବାନ ସହିଦ
Budgam Bus Accident: କଶ୍ମୀରର ବଡ଼ଗମ ଏକ ବଡ଼ ଦୁର୍ଘଟଣା ଘଟିଛି। ନିର୍ବାଚନ ଡ୍ୟୁଟିରେ ନିୟୋଜିତ ଏକ ବସ୍ ଘାଇକୁ ଖସିପଡିଥିବା ନେଇ ସୂଚନା ରହିଛି । ଏହି ବସରେ ଅନେକ ବିଏସ୍ଏଫ୍ ଯବାନ ଆହତ ହୋଇଛନ୍ତି । ବସଟି ମୋଟ୍ 36 ଟି ଜଣ ବିଏସଏଫ ଯବାନଙ୍କୁ ନେଇ ଯାଉଥିଲା । ଏହି ଦୁର୍ଘଟଣାରେ ତିନିଜଣ ବିଏଏସଏଫ ଯବାନ ସହିଦ ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଆହତମାନଙ୍କୁ ଖାନସାହିବ ଏବଂ ବଡଗମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଚିକିତ୍ସା ଜାରି ରହିଛି ।













Click it and Unblock the Notifications