କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ରାଜଧାନୀ ଦିଲ୍ଲୀ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଛି । ଫଳରେ କୋଠାଟି ଭୁଶୁଡି ପଡିଛି । ଏପରି ଘଟଣା ଶନିବାର ସକାଳ ପ୍ରାୟ ୪.୪୮ ସମୟରେ ଦେଖିବାକୁ ମିଳିଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ଦମକଳ ବାହିନୀ ଗାଡି ଆସି ପହଞ୍ଚିଥିଲା । ଏହି ଅଗ୍ନକାଣ୍ଡରେ କାହାରି ଜୀବନ ହାନି ଘଟିଥିବା ଏପର୍ଯ୍ୟନ୍ତ ସୂଚନା ନାହିଁ ।

ଏହି ଅଗ୍ନିକାଣ୍ଡ ଘଟଣା ଦିଲ୍ଲୀର ବାୱାନା J-10ସେକ୍ଟର ୨ରେ ହଠାତ୍ ନିଆଁ ଲାଗିଥିଲା । ଏହି ଘଟଣା ଶନିବାର ପ୍ରାୟ ୪.୪୮ମିନିଟ୍ ଘଟିଥିବା ଦେଖିବାକୁ ମିଳିଥିଲା । ଅଗ୍ନିକାଣ୍ଡ ହେବା ଫଳରେ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିଲା । ଯାହାଦ୍ବାରା କୋଠାଟି ଭୁଷୁଡି ପଡିଥିଲା । ବିସ୍ଫୋରଣ ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଥିବା ଦୋକାନଗୁଡିକ ପ୍ରଭାବିତ ହେବା ସହିତ ଆକାଶ ଧୂଆଁମୟ ହୋଇଯାଇଥିଲା ।

fire

ନିଆଁ ଲାଗିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଖବର ପାଇବା ମାତ୍ରେ ୧୭ଟି ଦମକଳ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ଦୀର୍ଘ ସମୟର ପରିଶ୍ରମ ପରେ ଅଗ୍ନିଶମ ଅଧିକାରୀ ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣାରେ କିନ୍ତୁ କେହି ଆହତ ବା ମୃତ୍ୟୁ ହୋଇନଥିବାର ସୂଚନା ମିଳିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+