Get Updates
Get notified of breaking news, exclusive insights, and must-see stories!

ସଂକ୍ଷେପରେ ବଜେଟ୍-୨୦୨୬; କଣ ଲାଭ ପାଇବେ ସାଧାରଣ ଲୋକେ ?

ଓଡ଼ିଶା ପାଇଁ ୫ ଜାତୀୟ ଜଳପଥ, ଜଳପଥରେ ଖଣିଜ ପଥର ପରିବହନକୁ ପ୍ରାଧାନ୍ୟ

* ୫ ବର୍ଷ ରେ ୨୦ ନୂଆ ଜଳପଥ ନିର୍ମାଣ
* ଓଡ଼ିଶାରେ ବିରଳ ମୃତ୍ତିକା କରିଡର
* ଖେଲୋ ଇଣ୍ଡିଆ ମିଶନ୍‌ରେ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ
* କଷ୍ଟମ ଡ୍ୟୁଟି ୧୦ ପ୍ରତିଶତକୁ ହ୍ରାସ
* ୧୫ହଜାର ସ୍କୁଲ, ୫୦୦ କଲେଜରେ ଖୋଲିବ କଣ୍ଟେଣ୍ଟ କ୍ରିଏଟର ଲ୍ୟାବ୍, ଗେମିଙ୍ଗରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ
* ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ, ୫ ବର୍ଷ ରେ ବ୍ୟୟ କରିବା ନେଇ ଘୋଷଣା
* ଜାମନଗରରେ ହେବ WHO ଗ୍ଲୋବାଲ ଟ୍ରାଡିସନାଲ ମେଡିସିନ ସେଣ୍ଟର
* ଓଡ଼ିଶା, କର୍ଣ୍ଣାଟକ, କେରଳରେ କଇଁଛ ଅଣ୍ଡାଦାନ ସ୍ଥଳୀର ଉନ୍ନତି ହେବ
* ବାରଣାସୀ ଓ ପାଟଣାରେ ଜାହାଜ ମରାମତି ଇକୋ ସିଷ୍ଟମ୍ , ୭ଟି ହାଇସ୍ପିଡ୍ ରେଲଓ୍ବେ କରିଡର ନିର୍ମାଣ ହେବ
* ଆୟକର ସ୍ଲାବ ଅପରିବର୍ତ୍ତିତ
* ୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ
* ଶିଳ୍ପଭିତ୍ତିକ ରିସର୍ଚ ଓ ଟ୍ରେନିଂକୁ ଗୁରୁତ୍ଵ
*ବୟନ ଶିଳ୍ପ ପାଇଁ ମହାତ୍ମା ଗାନ୍ଧୀ ଗ୍ରାମ୍ୟ ସ୍ଵରାଜ ଯୋଜନାରେ ହେବ ଟେକ୍ସଟାଇଲ୍ ପାର୍କ
*ନିର୍ମାଣ ହେବ ୭ ହାଇସ୍ପିଡ୍ ରେଲୱେ କରିଡର, ବାୟୋଫାର୍ମା ପାଇଁ ୧୦ହଜାର କୋଟି
* ବିଦେଶରେ ଶିକ୍ଷା ଓ ମେଡିକାଲ୍‌ କ୍ଷେତ୍ରରେ ଟିସିଏସ୍‌ ୨ ପ୍ରତିଶତକୁ ହ୍ରାସ
* ଦୁର୍ଘଟଣା ପୀଡିତଙ୍କ ପାଇଁ ଟିକସ ରିହାତି କଲେ ଅର୍ଥମନ୍ତ୍ରୀ
* ଛାତ୍ରୀମାନଙ୍କୁ ନିର୍ମଳା ସୀତାରମଣଙ୍କ ଉପହାର: ପ୍ରତ୍ୟେକ ଜିଲ୍ଲାରେ ବାଳିକା ହଷ୍ଟେଲ, ୫ଟି ବିଶ୍ୱବିଦ୍ୟାଳୟ ଟାଉନସିପ୍ ପ୍ରସ୍ତୁତ ହେବ

Budget 2026

କଣ ଶସ୍ତା ହେବ ?
* କ୍ୟାନସର ରୋଗର ୧୭ଟି ଔଷଧ ହେବ ଶସ୍ତା
* ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା ହେବ
* ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା ଶସ୍ତା
* ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ ଶସ୍ତା ହେବ
* ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ ଶସ୍ତା ହେବ
* ବାୟୋ ସିଏନ୍‌ଜି ଗ୍ୟାସ୍ ଶସ୍ତା ହେବ

କଣ ମହଙ୍ଗା ହେବ ?
* ମଦ
* ଖଣିଜ ପଦାର୍ଥ
* ସ୍କ୍ରାପ୍
* ସିଗାରେଟ୍
* ପାନ ମସଲା
* ସୌଖୀନ ପୋଷାକ
* ତମାଖୁ ସାମଗ୍ରୀ
* ଆମଦାନୀ ଘଣ୍ଟା

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+