Budget 2025; କେନ୍ଦ୍ର ବଜେଟକୁ ସ୍ବାଗତ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ, କହିଲେ ଏମିତି
ବଜେତକୁ ପ୍ରଶଂସା କଲେ ପୂର୍ବତନ ପ୍ରଧାନମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ଏହି ବଜେଟରେ ଅର୍ଥମନ୍ତ୍ରୀ ଯୁବକ, ମହିଳା, କୃଷକ ଏବଂ ମଧ୍ୟବିତ୍ତଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି । ବର୍ତ୍ତମାନ ଏହି ବଜେଟକୁ ନେଇ ରାଜନେତାଙ୍କ ପ୍ରତିକ୍ରିୟା ଆସିଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡା ବଜେଟକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏହି ବଜେଟ ଲୋକାଭିମୁଖୀ, ଯାହା ମଧ୍ୟବିତ୍ତଙ୍କ ସହିତ ବିଭିନ୍ନ କ୍ଷେତ୍ର ପାଇଁ ଲାଭଦାୟକ ହେବ । କୃଷି କ୍ଷେତ୍ର, ଚିକିତ୍ସା କ୍ଷେତ୍ର ସହିତ ଅନେକ କ୍ଷେତ୍ର ଲାଭ ପ୍ରଦ ହେବ । ମୁଁ ଏହି ବଜେଟ୍ କୁ ସ୍ୱାଗତ କରୁଛି ।












Click it and Unblock the Notifications