Get Updates
Get notified of breaking news, exclusive insights, and must-see stories!

Budget 2025 for healthcare: ମେଡ଼ିକାଲ ଟୁରିଜିମକୁ ଗୁରୁତ୍ୱ ଦେବେ ମୋଦି ସରକାର 

ମେଡ଼ିକାଲ ଟୁରିଜିମକୁ ଗୁରୁତ୍ୱ ଦେବେ ମୋଦି ସରକାର । କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ଦୂରାରୋଗ୍ୟ ରୋଗ ପାଇଁ ଦରକାର ପଡ଼ୁଥିବା ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ। ଏହି ଔଷଧଗୁନିକ ଉପରୁ ସରକାର ସମ୍ପୂର୍ଣ୍ଣ ରୂପେ ସୀମା ଶୁଳ୍କ ଛାଡ଼ କରାଯିବ। ସେହିପରି ଅନ୍ୟ କିଛି ଔଷଧ ଉପରୁ ଆଂଶିକ ରୂପେ ସୀମା ଶୁଳ୍କ ଛାଡ଼ କରାଯିବ ବୋଲି ଅର୍ଥମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି।

ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଏମଏସଏମଇ କ୍ଷେତ୍ରକୁ ଆଗକୁ ବଢାଇବା ପାଇଁ ବଜେଟରେ ବଡ ଘୋଷଣା କରାଯାଇଛି । ଏମଏସଇ ସେକ୍ଟରରେ କ୍ରେଡିଟ କଭରକୁ ବୃଦ୍ଧି କରାଯିବ । ମିଡିଆ ରିପୋର୍ଟ ଅନୁସାରେ ଏହା ଦ୍ବାରା 20 କୋଟି ଟଙ୍କା ଋଣର ପ୍ରାବଧାନ ରହିବ । ଏମଏସଏମଇ ବର୍ଗୀକରଣ ପାଇଁ ଟର୍ଣ୍ଣଓଭର ସୀମା ଦୁଇଗୁଣ ସୀମା ଦୁଇଗୁଣ କରାଯିବ ।

Budget 2025 for healthcare

ରିପୋର୍ଟ ଅନୁସାରେ ଦେଶେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ଦ୍ୟୋଗୀଙ୍କ ସଂଖ୍ୟା ଏକ କୋଟି ରହିଛି । ଏହି କ୍ଷେତ୍ରେ 5 କୋଟିରୁ ଅଧିକ ଲୋକେ ଯୋଡି ହୋଇଛନ୍ତି । ଏହା ଭାରତକୁ ଦୁନିଆରେ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଅଗ୍ରଣୀ ଦେଶ ହେବାରେ ସହାୟକ ହେବ । ଏମଏସଏମଇ 45 ପ୍ରତିଶତ ଆମଦାନୀର ଭାଗିଦାରୀ ଅଟେ । ଏହା ଦ୍ବାରା କ୍ରେଡିଟ ଗ୍ୟାରେଣ୍ଟି କଭରକୁ ବୃଦ୍ଧି କରାଯାଇ ପାରିବ । ଏମଏସଏମଇ ମନ୍ତ୍ରାଳୟ ଦେଶକୁ ଆତ୍ମନିର୍ଭର ହେବା ଦିଗରେ ସାହାଯ୍ୟ କରିବ । ଏହା ଦ୍ବାରା ସୂକ୍ଷ୍ମ ବିନିର୍ମାଣ ଓ ସେବା ଉପକରଣକୁ ବି ଗୁରୁତ୍ବ ଦେବାର ପ୍ରାବଧାନ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+