Budget 2025 for Farmers: ମକାନା ବୋର୍ଡ ଗଠନ; ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ବରେ ଦ୍ବିତୀୟ

ଏଡିବୁଲ ଅଏଲରେ ଆତ୍ମନିର୍ଭର ହେବା ଲକ୍ଷ୍ୟ। ଏଥିପାଇଁ ୬ ବର୍ଷିଆ ସ୍କିମ୍‌ ସରକାର ଆରମ୍ଭ କରିବାକୁ ଯାଉଛନ୍ତି । ବିହାରରେ ଏକ ମକାନା ବୋର୍ଡ ଗଠନ କରାଯିବ । ମକାନା ବୋର୍ଡ ବିହାର କୃଷକଙ୍କୁ ତାଲିମ ପ୍ରଦାନ କରିବ । ମତ୍ସ୍ୟ ଉତ୍ପାଦନରେ ଭାରତ ସାରା ବିଶ୍ବରେ ଦ୍ବିତୀୟ ।

Budget 2025 for Farmers

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶର ଅର୍ଥନୀତି ସବୁଠାରୁ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଛି। ଗତ 10 ବର୍ଷ ମଧ୍ୟରେ ଆମର ଅଭିବୃଦ୍ଧି ଟ୍ରାକ ରେକର୍ଡ ଏବଂ ସାଂରଚନିକ ସଂସ୍କାର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଫଳରେ ଭାରତର ସାମର୍ଥ୍ୟ ଏବଂ କ୍ଷମତା ଉପରେ ବିଶ୍ୱାସ ବୃଦ୍ଧି ପାଇଛି। ଆମେ ଆଗାମୀ 5 ବର୍ଷକୁ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ହାସଲ କରିବା ଏବଂ ସମସ୍ତ ଅଞ୍ଚଳର ସନ୍ତୁଳିତ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅନନ୍ୟ ସୁଯୋଗ ଭାବରେ ଦେଖୁଛୁ। ସେହିପରି ଏଥର ଯୁବକମାନଙ୍କୁ ନିଯୁକ୍ତି ଦେବାକୁ ପ୍ରାଥମିକତା ଦିଆଯାଇଛି । ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ମିଶନ୍ ବିହାରରେ ମଖାନା ବୋର୍ଡ ଗଠନ କରାଯିବ।ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ଅର୍ଥନୀତି ଟିକସ, ଶକ୍ତି ଏବଂ ସହରାଞ୍ଚଳ ବିକାଶ ଉପରେ ଧ୍ୟାନ ଦିଆଯିବ ଗରିବ, ଯୁବକ, କୃଷକ ଏବଂ ମହିଳା ଶକ୍ତି ଉପରେ ଗୁରୁତ୍ୱ ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+