Budget 2025: ୧ ଟଙ୍କାରେ ବଜେଟ ହିସାବ ; ଜାଣନ୍ତୁ ବଜେଟର ଟିକିନିକି ହିସାବ

ଆଜି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମରଣ । ସଂସଦରେ ଉପସ୍ଥାପନ କରିଛନ୍ତି ଡିଜିଟାଲ ବଜେଟ୍ । ବୁଝନ୍ତୁ ଟଙ୍କା ଟଙ୍କାରେ ବଜେଟର ହିସାବ;

ଆୟ ହୁଏ କେଉଁଠୁ? (୧ଟଙ୍କାରେ ହିସାବ):
ଆୟକର: ୨୨ ପଇସା
କେନ୍ଦ୍ରୀୟ ଉତ୍ପାଦ : ୫ ପଇସା
ଜିଏସଟି ଏବଂ ଅନ୍ୟ କର : ପଇସା
କର୍ପୋରେଟ ଟ୍ୟାକ୍ସ ; ୧୭ ପଇସା
ଉଧାରି ଓ ଅନ୍ୟ ଲେଣଦେଣ : ୨୪ ପଇସା
ଅଣକର ପ୍ରାପ୍ତି : ୯ ପଇସା
ଅଣଋଣ ପୁଞ୍ଜିଗତ ଆୟ: ୧ ପଇସା
ସୀମା ଶୁଳ୍କ : ୪ ପଇସା

Budget 2025

କେଉଁଠି ଖର୍ଚ୍ଚ ହେଉଛି (୧ଟଙ୍କାରେ ହିସାବ) :
ପେନସନ୍ : ୪ ପଇସା
ଅନ୍ୟ ବ୍ୟୟ : ୮ପ.
କେନ୍ଦ୍ର ପ୍ରାୟୋଜିତ ସ୍କିମ : ୮ ପଇସା
ବିତ୍ତୀୟ ଆୟୋଗ ଓ ଅନ୍ୟାନ୍ୟ : ୮ ପଇସା
ଟିକସ ଓ ଶୁଳ୍କରୁ ରାଜ୍ୟ ଭାଗ : ୨୨ ପଇସା
ପ୍ରତିରକ୍ଷା : ୮ ପଇସା
ପ୍ରମୁଖ ରିହାତି : ୬ ପଇସା
କେନ୍ଦ୍ର ପ୍ରାୟୋଜିତ ସ୍କିମ୍: ୧୬ ପଇସା
ସୁଧ ଦେୟ : ୨୦ ପଇସା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+