Budget 2025: ବଜେଟ ୨୦୨୫ -୨୦୨୬; କ’ଣ ଶସ୍ତା, ମହଙ୍ଗା ?
ବଜେଟ୍ରେ ୨୦୨୫-୨୬; କ'ଣ ଶସ୍ତା, ମହଙ୍ଗା: ସଂସଦରେ ଶନିବାର ଦେଶର ସାଧାରଣ ବଜେଟ୍ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ପାଇଁ ଲୋକସଭାରେ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି । ବଜେଟ୍ରେ ସଭିଁଙ୍କ ନଜର ରହିଥାଏ କେଉଁ ଜିନିଷ ଶସ୍ତା, ମହଙ୍ଗା ହେଲା ଜାଣନ୍ତୁ..

ଶସ୍ତା
- କର୍କଟ ରୋଗ ଔଷଧ
- ଅନ୍ୟାନ୍ୟ ଦୂରାରୋଗ୍ୟ ବ୍ୟାଧି ଔଷଧ
- ୫୬ଟି ଜୀବନରକ୍ଷାକାରୀ ଔଷଧ
- ଟିଭି
- ବ୍ୟାଟେରୀ କାର୍ (ଇ-କାର୍)
- ମୋବାଇଲ୍ ଓ ମୋବାଇଲ୍ ଉପକରଣ
- ଏଲଇଡି ଓ ଏଲଇଡି ଟିଭି
- କପଡା, ଜୋତା, ବେଲ୍ଟ, ପର୍ସ (ବୁଣାକାରଙ୍କ ପ୍ରସ୍ତୁତ କପଡା ବି ଶସ୍ତା ହେବ )
- ବୈଦୁତିକ ଉପକରଣ
- ମେଡିକାଲ ଉପକରଣ
- ଲିଥିୟମ ଆୟନ ବ୍ୟାଟେରୀ
- ଚମଡା ଜ୍ୟାକେଟ୍
- ସାମୁଦ୍ରିକ ଖାଦ୍ୟ
ମହଙ୍ଗା
ଫ୍ଲାଟ ପ୍ୟାନେଲ ଡିସପ୍ଲେ












Click it and Unblock the Notifications