Budget 2024ର ନୂଆ ଏବଂ ତାଜା ଅପଡେଟ୍ ଚାହୁଁଛନ୍ତି କି? ଆଜି ହି ଡେଲିହଣ୍ଟରେ ଯୋଡ଼ି ହୁଅନ୍ତୁ
ଜୁଲାଇ ୨୩ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ । ୨୦୨୪-୨୫ ବର୍ଷ ପାଇଁ ଆସିବ ପୂର୍ଣ୍ଣ ଆର୍ଥିକ ବଜେଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ । ଏହାସହ ୨୦୨୪ ଲୋକସଭା ନିର୍ବାଚନରେ ତୃତୀୟ ବିଜୟ ପରେ ଏହି ବଜେଟ୍ ହେବ ମୋଦୀ ୩.୦ ର ପ୍ରଥମ ବଜେଟ୍ ।
ଭାରତୀୟ ସମ୍ବିଧାନର ଧାରା ୧୧୨ ଅନୁଯାୟୀ, ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ସଂସଦରେ ବଜେଟ୍ ଘୋଷଣା କରିବା ବାଧ୍ୟତାମୂଳକ, ଯାହା ୧ ଏପ୍ରିଲରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚରେ ଶେଷ ହୋଇଥାଏ । ସାଧାରଣତ ବିଜେତା ଦଳ ଏହି ବଜେଟ ଘୋଷଣା କରିଥାନ୍ତି ।
କେନ୍ଦ୍ର ବଜେଟର ମହତ୍ୱ
ସାମାଜିକ ନ୍ୟାୟ, ସମାନତା ଏବଂ ସନ୍ତୁଳିତ ଅର୍ଥନୈତିକ ଅଭିବୃଦ୍ଧି ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଥିବାରୁ ଭାରତରେ ବଜେଟର ମହତ୍ୱ ରହିଛି । ଏହାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି: ରାଜସ୍ୱ ଏବଂ ପୁଞ୍ଜି ବଜେଟ୍ । ସମ୍ବଳ ବଣ୍ଟନକୁ ଦକ୍ଷତାର ସହ ଶୃଙ୍ଖଳିତ କରିବା, ବେକାରୀ ସମ୍ବନ୍ଧୀୟ ସମସ୍ୟାକୁ ରୋକିବା, ଦାରିଦ୍ର୍ୟ ସ୍ତର ସହ ମୁକାବିଲା କରିବା, ଧନ ଏବଂ ଆୟ ଅସମାନତାକୁ ହ୍ରାସ କରିବା ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ବଜେଟର ଗୁରୁତ୍ୱ ରହିଛି ।
ଚଳିତ ବର୍ଷର ବଜେଟ୍ ଅଧିବେଶନ ଜୁଲାଇ ୨୨ ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଜାରି ରହିବ । ଡେଲିହଣ୍ଟ ଗତ କିଛି ବର୍ଷ ଧରି କ୍ରମାଗତ ଭାବରେ ବଜେଟର ଲାଇଭ୍ କଭରେଜ୍ କରିଆସୁଛି ଏବଂ ଚଳିତ ବର୍ଷ ମଧ୍ୟ ଏହାକୁ ଜାରି ରଖିବ ।

ଡେଲିହଣ୍ଟରେ ପାଇବେ ରିୟଲ ଟାଇମ କଭରେଜ୍
ବଜେଟ୍ ଅଧିବେଶନରେ ଡେଲିହଣ୍ଟ୍ ଆପ୍ ରିଅଲ୍-ଟାଇମ୍ ଅପଡେଟ୍, ସମ୍ବାଦ, ଦୃଶ୍ୟ ଏବଂ ବିଶ୍ଳେଷଣ ପ୍ରଦାନ କରିବ ତେଣୁ ସମସ୍ତ ଲାଇଭ୍ ଅପଡ଼େଟ୍ ପାଇଁ ଡେଲିହଣ୍ଟ ସହିତ ଯୋଡ଼ି ରୁହନ୍ତୁ । ଏଥିରେ ଥିବା ବଜେଟ୍ ସହିତ ସମ୍ଭଦିତ ସଂପୂର୍ଣ୍ଣ ଖବର ଆପଣ ସହଜରେ ପାଇବେ ।
ପ୍ରତିବର୍ଷ ଫେବୃଆରୀ ୧ ରେ ଭାରତରେ ବଜେଟ୍ ଉପସ୍ଥାପିତ ହୋଇଥାଏ । ଚଳିତ ବର୍ଷ ବଜେଟ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଆଗାମୀ ଆର୍ଥିକ ବର୍ଷ ପାଇଁ ସରକାରୀ ଖର୍ଚ୍ଚ ଏବଂ ରାଜସ୍ୱ ସଂଗ୍ରହ ଯୋଜନାଗୁଡ଼ିକର ରୁପ ରେଖ ପ୍ରସ୍ତୁତ କରାଯାଇଥାଏ ।
Click Here to Get କେନ୍ଦ୍ର ବଜେଟ୍ର ଲାଟେଷ୍ଟ୍ ଅପ୍ଡେଟ୍ ପାଆନ୍ତୁ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications