Budget 2024: ୪୮ ଲକ୍ଷ କୋଟିର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଆସିଲା କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ । ଲୋକସଭାରେ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଫେବୃଆରୀ ୧ରେ ୪୭,୬୫,୭୬୮ କୋଟି ଟଙ୍କାର କାମଚଳା ବଜେଟ ଉପସ୍ଥାପନ କରିଥିଲେ । ସାଧାରଣ ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯାଇଛି । ପୂର୍ଣ୍ଣାଙ୍ଗ ବଜେଟର ପରିମାଣ ୪୮,୨୦,୫୧୨ କୋଟି ଟଙ୍କା ରହିଛି ।

ତେବେ ଚାଲନ୍ତୁ ନଜର ପକାଇବା, ଏଥର ବଜେଟରେ କେଉଁ କ୍ଷେତ୍ର ପାଇଁ ମିଳିଛି କେତେ ଟଙ୍କା ?
ଖର୍ଚ୍ଚର ହିସାବ (କୋଟିରେ)
୧- ପେନସନ- ୨୪,୩୨୯୬
୨- ପ୍ରତିରକ୍ଷା - ୪,୫୪,୭୭୩
୩- ସାର - ୧,୬୪,୦୦୦
୪- ଖାଦ୍ୟ - ୨,୦୫,୨୫୦
୫- ପେଟ୍ରୋଲିୟମ - ୧୧,୯୨୫
୬- କୃଷି ଓ ଏହା ସହ ଜଡ଼ିତ କାର୍ଯ୍ୟକ୍ରମ - ୧,୫୧,୮୫୧
୭- କମର୍ସ ଓ ଇଣ୍ତଷ୍ଟ୍ରୀ - ୪୭,୫୫୯
୮ - ଉତ୍ତର ପୂର୍ବର ବିକାଶ - ୫,୯୦୦
୯- ଶିକ୍ଷା - ୧,୨୫,୬୩୮
୧୦- ଶକ୍ତି - ୬୮,୭୬୯
୧୧- ବୈଦେଶିକ ବ୍ୟାପାର - ୨୨,୧୫୫
୧୨- ଅର୍ଥ - ୮୬,୩୩୯
୧୩ - ସ୍ୱାସ୍ଥ୍ୟ - ୮୯,୨୮୭
୧୪- ସ୍ୱରାଷ୍ଟ୍ର - ୧୫୦୯୮୩
୧୫ - ସୁଧ - ୧୧,୬୨,୯୪୦
୧୬ - ଆଇଟି ଓ ଟେଲିକମ - ୧୧୬୩୪୨
୧୭ - ଅନ୍ୟାନ୍ୟ - ୧୪୪୪୭୭
୧୮ - ଯୋଜନା ଓ ପରିସଂଖ୍ୟନ - ୬,୨୯୧
୧୯- ଗ୍ରାମୀଣ ବିକାଶ - ୨,୬୫,୮୦୮
୨୦ - ବିଜ୍ଞାନ ଭିତ୍ତିକ ବିଭାଗ - ୩୨,୭୩୬
୨୧- ସାମାଜିକ କଲ୍ୟାଣ - ୫୬,୫୦୧
୨୨- ଜିଏସଟି କ୍ଷତି ପୂରଣ ପାଣ୍ଠି - ୧୫,୦୦୦୦
୨୩ - ରାଜ୍ୟର ଭାଗ -୩୨୨୭୮୭
୨୪ - ପରିବହନ - ୫,୪୪,୧୨୮
୨୫ - କେନ୍ଦ୍ର ଶାସିତ ଅଞ୍ଚଳ - ୬୮,୬୬୦
୨୬ - ସହରୀ ବିକାଶ - ୮୨,୫୭୭












Click it and Unblock the Notifications