ବଜେଟ୍ ୨୦୨୩: ୩୮, ୮୦୦ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଏକଲବ୍ୟ ସ୍କୁଲ୍‌ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ୩.୫ ଲକ୍ଷ ଆଦିବାସୀ ପିଲାଙ୍କ ପାଇଁ ଥିବା ୭୪୦ ସ୍କୁଲରେ ଏପରି ବ୍ୟବସ୍ଥା କରାଯିବ।

Budget 2023: ବର୍ଷ 2023 ପାଇଁ କେନ୍ଦ୍ର ବଜେଟ୍ (Union Budget) ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଅବସରରେ ସେ ଅନେକ କିଛି ବଡ଼ ଘୋଷଣା କରାଯାଇଛି ।

Union Budget 2023

ଏକଲବ୍ୟ ସ୍କୁଲ୍‌ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ୩.୫ ଲକ୍ଷ ଆଦିବାସୀ ପିଲାଙ୍କ ପାଇଁ ଥିବା ୭୪୦ ସ୍କୁଲରେ ଏପରି ବ୍ୟବସ୍ଥା କରାଯିବ। ପିଲାମାନଙ୍କୁ ଉତ୍ତମ ବହି ଯୋଗାଇ ଦେବା ପାଇଁ ଡିଜିଟାଲ ଲାଇବ୍ରେରୀର ବ୍ୟବସ୍ଥା କରାଯିବ।

ଶିକ୍ଷକଙ୍କ ପ୍ରଶିକ୍ଷଣକୁ ଗୁରୁତ୍ୱ ଦିଆଯିବ। ପିଲାମାନଙ୍କ ପାଇଁ ଜାତୀୟ ଲାଇବ୍ରେରୀ ଖୋଲାଯିବ। ପ୍ରତି ପଞ୍ଚାୟତ ଓ ୱାର୍ଡରେ ଲାଇବ୍ରେରୀ ଖୋଲି ପିଲାମାନଙ୍କୁ ବହି ଯୋଗାଇ ଦିଆଯିବ। ପିଲାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+