Get Updates
Get notified of breaking news, exclusive insights, and must-see stories!

BSNL ପକ୍ଷରୁ ଦୀପାବଳି ଅଫର ଘୋଷଣା , ମାତ୍ର 1 ଟଙ୍କାରେ ଏକ ମାସ ପାଇଁ.....

ସରକାରୀ ଟେଲିକମ୍ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ପକ୍ଷରୁ ଦୀପାବଳି ଅଫର ଘୋଷଣା କରାଯାଇଛି। କମ୍ପାନିର ନୂଆ ଗ୍ରାହକମାନେ ୧ ଟଙ୍କାରେ ଏକ ମାସର ୪ଜି ସେବା ମାଗଣାରେ ପାଇବେ। ଏହି ଅଫର ନଭେମ୍ବର ୧୫ ପର୍ଯ୍ୟନ୍ତ ଜାରି ରହିବ। ଦୀପାବଳି ବୋନାଞ୍ଜା ପ୍ଲାନ୍‌ରେ ଗ୍ରାହକମାନେ ଅସୀମିତ ଭଏସ୍‌ କଲ୍‌, ଦିନକୁ ୨ ଜିବି ହାଇସ୍ପିଡ୍ ଡାଟା, ଦିନକୁ ୧୦୦ ଏସ୍‌ଏମ୍ଏସ୍‌ ଓ ସିମ୍ ମାଗଣାରେ ପାଇବେ।

'

bsnl

ଏ ସମ୍ପର୍କରେ କମ୍ପାନିର ସିଏମ୍‌ଡି ଏ ରବର୍ଟ ଜେ ରବି କହିଛନ୍ତି ଯେ ନିକଟରେ ବିଏସ୍‌ଏନ୍‌ଏଲ୍‌ ସାରା ଦେଶରେ ୪ଜି ସେବା କାର୍ଯ୍ୟକ୍ଷମ କରିଛି। ଆମର ସ୍ବଦେଶୀ ୪ଜି ନେଟ୍‌ୱର୍କର ଅନୁଭବ ନେବାକୁ ଚାହୁଥିବା ଗ୍ରାହକମାନଙ୍କ ଲାଗି ପ୍ରଥମ ଏକ ମାସର ସେବା ସମ୍ପୂର୍ଣ୍ଣ ମାଗଣା କରାଯାଇଛି। ଆମ ସେବାର ମାନ ଓ ବିଶ୍ବସନୀୟତା ବଳରେ ମାସେ ପରେ ମଧ୍ୟ ଗ୍ରାହକମାନେ ଆମ ସହ ରହିବେ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+