ନିଜକୁ ଗୁଳି କରି ଜୀବନ ହାରିଲେ BSF ଯବାନ୍
ନିଜ ସର୍ଭିସ ରାଇଫଲରେ ନିଜକୁ ଗୁଳିକଲେ ଜଣେ ଯବାନ । ମୃତ ଯବାନ ଜଣକ ଆସାମ ଜୋରହାଟର 43 ବର୍ଷୀୟ ଏନ୍ ହଜାରିକା ବୋଲି ଜଣା ପଡ଼ିଛି ।
ଶ୍ରୀନଗର: ଜମ୍ମୁର ଅନନ୍ତନାଗ ଜିଲ୍ଲାର ଥିବା କ୍ୟାମ୍ପ୍ରେ ଅଘଟଣ । ନିଜ ସର୍ଭିସ ରାଇଫଲରେ ନିଜକୁ ଗୁଳିକଲେ ଜଣେ ଯବାନ । ମୃତ ଯବାନ ଜଣକ ଆସାମ ଜୋରହାଟର 43 ବର୍ଷୀୟ ଏନ୍ ହଜାରିକା ବୋଲି ଜଣା ପଡ଼ିଛି । ଆଜି ସକାଳେ ସେ ଏଭଳି କାଣ୍ଡ ଭିଆଇଥିବା ନେଇ ବିଏସ୍ଏଫ୍ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।













Click it and Unblock the Notifications