BSFକୁ ବଡ଼ ସଫଳତା, ପଠାନକୋଟରେ ଜଣେ ଅନୁପ୍ରବେଶକାରୀ ନିପାତ
ପଠାନକୋଟ: ପଠାନକୋଟର ଅନ୍ତର୍ଜାତୀୟ ସୀମା ଅଞ୍ଚଳରେ ଜଣେ ଅନୁପ୍ରବେଶକାରୀକୁ ନିପାତ କରିଛନ୍ତି ବିଏସଏଫ ଯବାନ। ମିଳିଥିବା ଖବର ମୁତାବକ, ବୁଧବାର ସକାଳେ ଜଣେ ବ୍ୟକ୍ତି ପଠାନକୋଟ ରାସ୍ତା ଦେଇ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲା।

ଏହି ସମୟରେ ବିଏସଏଫ ଯବାନମାନେ ତାକୁ ଚେତାବନୀ ଦେଇଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରି ଆଗକୁ ବଢିଥିଲା। ଏଭଳି ପରିସ୍ଥିତିରେ ବିପଦ ଆଶଙ୍କା କରି ଯବାନମାନେ ଅନୁପ୍ରବେଶକାରୀକୁ ନିପାତ କରିଛନ୍ତି।












Click it and Unblock the Notifications