ବ୍ରିଜ୍ ଭୂଷଣଙ୍କ ଲୋକ ମାଆଙ୍କୁ ଫୋନ କରି ଧମକ ଦେଉଛନ୍ତି: ସାକ୍ଷୀ ମଲିକ
ନୂଆଦିଲ୍ଲୀ: ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲିକ ପୁଣି ଥରେ ଭାରତୀୟ ରେସଲିଂ ଆସୋସିଏସନର ସଭାପତି ତଥା ଭାରତୀୟ ଜନତା ପାର୍ଟିର ସାଂସଦ ବ୍ରିଜ ଭୂଷଣ ସିଂଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋ ମାଆଙ୍କୁ ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି । ଆଉ ସେହି କଲ୍ ବ୍ରିଜ ଭୂଷଣ ସିଂଙ୍କ ଲୋକ କରିଛନ୍ତି ।
ବର୍ତ୍ତମାନ ଆମର ସୁରକ୍ଷା ହେଉଛି ସରକାରଙ୍କ ଦାୟିତ୍ୱ । ବ୍ରିଜଭୂଷଣଙ୍କ ଲୋକ ପୁନର୍ବାର ସକ୍ରିୟ ହୋଇଛନ୍ତି । ଆମ ପରିବାର ପ୍ରତି ବିପଦ ରହିଛି । ଫେଡେରେସଶନ ରଦ୍ଦ ଉପରେ ସେ କହିଛନ୍ତି, ସଞ୍ଜୟ ସିଂ ଫେଡେରେଶନରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ । ଯଦି ନୂଆ ଫେଡେରେଶନ ପୁଣି ଆସେ ତେବେ ଆମର କୌଣସି ଅସୁବିଧା ନାହିଁ ।

ସାକ୍ସି ମଲିକଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଡବ୍ଲୁଏଫଆଇ ବିବାଦ ମଧ୍ୟରେ ଶତାଧିକ ଖେଳାଳି ସାକ୍ଷୀ ମଲିକ, ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କ ବିରୋଧରେ ବିରୋଧ ଆରମ୍ଭ କରିଛନ୍ତି । ଏହି ତିନି ରେସଲରଙ୍କ ବିରୋଧରେ ଚାଲିଥିବା ବିରୋଧ ମଧ୍ୟରେ ସାକ୍ସି ମଲିକ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରିଜ ଭୂଷଣ ସିଂଙ୍କ ଟାର୍ଗେଟ କରି ଏଭଳି କହିଛନ୍ତି ।
-
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ମୁଖ୍ୟମନ୍ତ୍ରୀ ହେବେ ନୀତିଶଙ୍କ ପୁଅ, ଦାବି କଲେ JDU ବିଧାୟକ












Click it and Unblock the Notifications