୧୮ରେ ଭାରତ ଆସିବେ ବ୍ରାଜିଲ ରାଷ୍ଟ୍ରପତି, ଏହି କାର୍ଯ୍ୟକ୍ରମରେ ହେବେ ସାମିଲ

ବ୍ରାଜିଲ ରା​‌ଷ୍ଟ୍ରପତି ଲୁଇ ଇନାସିଓ ଲୁଲା ଡା' ସିଲ୍‌ଭା ଆସନ୍ତା ୧୮ରେ ପାଞ୍ଚଦିନିଆ ଭାରତ ଗସ୍ତରେ ଆସୁଥିବା ଜଣାପଡିଛି। ଫେବୃଆରୀ ୧୯ ଓ ୨୦ ଦୁଇଦିନ ଧରି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ଏଆଇ ସମ୍ମିଳନୀରେ ସିଲ୍‌ଭା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୧ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜଏସ୍‌ୱାଲ ସୂଚନା ଦେଇଛନ୍ତି। ଏହି ଗସ୍ତ ଅବସରରେ ସିଲ୍‌ଭା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନଙ୍କୁ ମଧ୍ୟ ଭେଟିବେ।

Brazilian President
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+