ତୁର୍କୀରେ ହେବନି ଭାରତୀୟ ଫିଲ୍ମ ସୁଟିଂ!
ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ଲଇଜ୍(ଏଫ୍ଡବ୍ଲ୍ୟୁଆଇସିଇ) ଭାରତୀୟ ଫିଲ୍ମ ନିର୍ମାତାମାନଙ୍କୁ ତୁର୍କୀକୁ ବର୍ଜନ କରିବାକୁ ଅପିଲ କରିଛି । ଏଫ୍ଡବ୍ଲ୍ୟୁଆଇସିଇର ମୁଖ୍ୟ ପରାମର୍ଶଦାତା ଅଶୋକ ପଣ୍ଡିତ ଏକ ଚିଠି ଲେଖି ସମସ୍ତ ଭାରତୀୟ ଫିଲ୍ମ ନିର୍ମାତାଙ୍କୁ ତୁର୍କୀକୁ ଫିଲ୍ମ ସୁଟିଂ ଲୋକେସନ୍ ଭାବେ ନ ବାଛିବାକୁ ଆହ୍ୱାନ କରିଛନ୍ତି । ଏହି ସମୟରେ ସେ ଭାରତର ଜାତୀୟ ସ୍ୱାର୍ଥକୁ ପ୍ରଭାବିତ କରିବା ମାମଲାରେ ପାକିସ୍ତାନ ପ୍ରତି ତୁର୍କୀର ସମର୍ଥନ ସଂପର୍କରେ ଉଦାହରଣ ଦେଇଥିଲେ ।

ଚିଠିରେ ଦୁବେ କହିଛନ୍ତି, ଦେଶ ପ୍ରଥମେ ବୋଲି ଏଫ୍ଡବ୍ଲ୍ୟୁଆଇସିଇ ସବୁବେଳେ ଗୁରୁତ୍ୱ ଦେଇ ଆସିଛି । ନିକଟରେ ଘଟିଥିବା ଘଟଣାକ୍ରମ ଓ ତୁର୍କୀ ଦ୍ୱାରା ପାକିସ୍ତାନକୁ ନିରନ୍ତର ସମର୍ଥନ ଦିଆଯିବା ଆମର ଜାତୀୟ ସୁରକ୍ଷା ନେଇ ଉଦ୍ବେଗ ସୃଷ୍ଟି କରିଛି । ଏଭଳି କ୍ଷେତ୍ରରେ ତୁର୍କୀକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଲାଭ ମିଳିବାକୁ ଥିବା କୌଣସି ପ୍ରକାର ପ୍ରୋଜେକ୍ଟରେ ଭାରତୀୟ ଫିଲ୍ମ ଉଦ୍ୟୋଗ ବିନିଯୋଗ କରିବା କିମ୍ବା ସହଭାଗୀ ହେବା ଅନୁଚିତ୍ ବୋଲି ସେ କହିଛନ୍ତି । 'ଦିଲ୍ ଧଡକ୍ନେ ଦୋ', 'ଗୁରୁ', 'କୋଡ୍ ନେମ: ତ୍ରିରଙ୍ଗା', 'ରେସ୍-୨'ଭଳି ଅନେକ ଭାରତୀୟ ଫିଲ୍ମ ତୁର୍କୀରେ ସୁଟିଂ ହୋଇଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications