ବିିରୋଧୀଙ୍କ ହଟ୍ଟଗୋଳ କାରଣରୁ ଦିନକ ପାଇଁ ଉଭୟ ଗୃହ ହେଲା ମୁଲତବୀ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି । ଏକ ପ୍ରମୁଖ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ପରେ ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ଦିନକପାଇଁ ମୁଲଡବୀ ଘୋଷଣା କରାଯାଇଛି । କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍‌କେ ଏବଂ ଅନ୍ୟ ବିରୋଧୀବଳ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗ ନେଇ ଗୃହମଧ୍ୟରେ ହଟଗୋଳ କରିଥିଲେ ।

lok sabha

ପ୍ରଥମେ ପାଠ୍ୟସଭାକୁ ମଥାକୁ ୧୨ଟା ପର୍ଯ୍ୟନ୍ତ ମୁନବୀ ରଖାଯାଇଥୁଲା । ପୁଣି ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଡିଏମ୍‌କେ, ଟିଏମସି, ଏସ୍‌ପି ଓ ଆପ୍ ଆଦି ଦଳର ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ । ରାଜ୍ୟସଭା ଅଧମ ନମଦୀପ ଧନଖଳ ବିରୋହୀ ସଦସ୍ୟମାନଙ୍କୁ ନିଜ ଆସନକୁ ଫେରିବା ପାଇଁ ନିବେଦନ କରିଥିଲେ ମଧ୍ୟ ହଟଗୋଳ ଜାରି ରହିଥିଲା । ସଂସଦରେ ଫଳପ୍ରଦ ଆଲୋଚନା ପାଇଁ ସହଯୋଗ କରିବାକୁ ଶ୍ରୀ ଧନଖଳ ନିବେଦନ କରିଥିଲେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନଥିଲା । ପରେ ଦିନକପାଇଁ ଗୃହକୁ ପଲତବୀ ଘୋଷଣା କରି ଶ୍ରୀ ଧନଖତ କହିଛନ୍ତି ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରାଯିବା ଗଣତାନ୍ତ୍ରିକ ଡିଜିଭୂମିକୁ ଦୁର୍ବଳ କରୁଛି । ତେଣୁ ଆଲୋଚନା ଓ ଗଠନମୂଳକ ଯୋଗଦାନ ପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଲୋକସଭାରେ ମଧ୍ୟ ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ ୧୨ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଜାରି ରଖୁଥିଲେ । ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଦିନକପାଇଁ . ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

ବିରୋଧୀମାନଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କରନ ରଜକୁ ସମାଲୋଚନା କରିଛନ୍ତି । ବିରୋଧୀମାନଙ୍କ କାର୍ଯ୍ୟକଳାପକୁ ନିନ୍ଦା କରି ଶ୍ରୀ ରଜକୁ କହିଛନ୍ତି କଂଗ୍ରେସ ଓ ବିରୋଧୀବଳ ସଦସ୍ୟମାନେ ଅନାବଶ୍ୟକ ଭାବେ ହଟ୍ଟଗୋଳ ସୃଷ୍ଟି କରୁଛନ୍ତି ଏବଂ ନୂତନ ସଦସ୍ୟମାନଙ୍କୁ ସେମାନଙ୍କ ମତାମତ ରୋକିବାକୁ ସୁଯୋଗ ଥେଦଉନାହାନ୍ତି ।

ଇତିମଧ୍ୟରେ ୱାକ୍‌ଅଫ ସଂଶୋଧନ ବିଲ୍ ୨୦୨୪ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷ ଜଗଦୟିକା ପାଲ୍ କମିଟି ରିପୋର୍ଟ ଉପସ୍ଥାପନ ପାଇଁ ୨୦୨୫ ବଜେଟ୍ ଅଧିବେଶନର ଶେଷ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା । ଗୃହରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା । ଅନ୍ୟପକ୍ଷରେ ନିକଟରେ ଅନୁଷ୍ଠିତ ଉପନିର୍ବାଚନରେ ବିଜୟୀ ହୋଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଏବଂ ରବୀନ୍ଦ୍ର ବସନ୍ତ ରାଓ ଚୌହ୍ୱାନ ଲୋକସଭାର ସାଂସଦ ଭାବେ ଶପଥ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+