୨୨ଟି ଫିଲ୍ମର ରେକର୍ଡ ଭାଙ୍ଗିଲା ,‘ବର୍ଡର-୨

ଗଣତନ୍ତ୍ର ଦିବସ ପୂର୍ବରୁ ୨୦୨୬ର ବହୁ ପ୍ରତୀକ୍ଷିତ ଫିଲ୍ମ 'ବର୍ଡର-୨ ଥିଏଟରରେ ରିଲିଜ୍ କରିଛି। ସମାଲୋଚକଙ୍କ ଠାରୁ ନେଇ ଦର୍ଶକ ସମସ୍ତେ ଫିଲ୍ମକୁ ପ୍ରଶଂସା କରିବାରେ କୌଣସି ମଉକା ଛାଡ଼ି ନାହାଁନ୍ତି। ଏଥି ସହିତ, 'ବର୍ଡର ୨' ଏକ ବ୍ଲକବଷ୍ଟର ଓପନିଂ କରିଛି ଏବଂ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ଦେଇଛି। ଫିଲ୍ମଟି ରିଲିଜ୍ ହେବା ପରେ ସାରା ଦେଶରେ ଚହଳ ପକାଇଛି।

Border 2

ସନି ଦେଓଲ, ବରୁଣ ଧାୱନ, ଦିଲଜିତ ଦୋସାଞ୍ଜ ଏବଂ ଆହାନ ଶେଟ୍ଟୀ ଅଭିନୀତ 'ବର୍ଡର ୨' ରିଲିଜ୍ ପୂର୍ବରୁ ଖୁବ୍ ଚର୍ଚ୍ଚାରେ ଥିଲା । ଆଡଭାନ୍ସ ବୁକିଂରେ ଏହା ୧୭ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରିଥିଲା। ଏଥିସହିତ ରିଲିଜର ପ୍ରଥମ ଦିନରେ ଥିଏଟର ବାହାରେ ଦର୍ଶକଙ୍କ ଜବରଦସ୍ତ ଭିଡ ଜମିଥିଲା। ଏବଂ ଫିଲ୍ମଟି ବକ୍ସ ଅଫିସରେ ଭଲ ଓପନିଂ କରିଥିଲା। ସାକନିଲ୍କର ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'ବର୍ଡର ୨' ରିଲିଜର ପ୍ରଥମ ଦିନରେ ୩୦ କୋଟି ଟଙ୍କା ସହିତ ଆରମ୍ଭ କରିଛି। ଏହା କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ୨୨ଟି ଫିଲ୍ମର ପ୍ରଥମ ଦିନର ଆୟ ରେକର୍ଡ ଭାଙ୍ଗିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+