ଦିଲ୍ଲୀର ୬ ସ୍କୁଲକୁ ବୋମାରେ ଉଡାଇବାକୁ ମିଳିଲା ଧମକ

Delhi News: ଦିଲ୍ଲୀର ୬ଟି ସ୍କୁଲକୁ ବମରେ ଉଡାଇବାକୁ ଧମକ । ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ମଦର ମେରି ଏବଂ ସଂସ୍କୃତି ବିଦ୍ୟାଳୟରେ ଯେକୌଣସି ମୁହୂର୍ତ୍ତରେ ଫୁଟିପାରେ ବୋଲି ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ସକାଳୁ ସ୍କୁଲ ପରିସରକୁ ଖାଲି କରାଯିବା ସହ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ହେଲେ ବମର ସନ୍ଧାନ ମିଳି ପାରି ନାହିଁ ।

Delhi DPS Bomb Threat

ସୂଚନା ଅନୁସାରେ, ଦ୍ୱାରକାସ୍ଥିତ DPS, ମୟୂରବିହାରସ୍ଥିକ ମଦର ମ୍ୟାରି ସ୍କୁଲ, ନୂଆଦିଲ୍ଲୀର ସଂସ୍କୃତି ସ୍କୁର, ବସନ୍ତକୁଞ୍ଜସ୍ଥିତ DPS ସ୍କୁଲ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଥିବା DAV ସ୍କୁଲ, ପୁଷ୍ପବିହାରସ୍ଥିତ AMITY ସ୍କୁଲକୁ ଧମକ ମିଳିଥିବା ନେଇ ସୂଚନା ରହିଛି । ଆଜି ସକାଳ ୬ଟାରେ ପ୍ରଥମେ DPS ସ୍କୁଲ ପକ୍ଷରୁ ଅଗ୍ନିଶମ ବିଭାଗକୁ ଫୋନ କରି ଏନେଇ ସୂଚନା ଦିଆଯାଇଥିଲା ।

ଏହା ପରେ ଘଟଣାସ୍ଥଳରେ ତୁରନ୍ତ ପୋଲିସ, ଅଗ୍ନିଶମ କର୍ମଚାରୀ ଏବଂ ବମ୍ ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ, ଛାନଭିନ କରିବା ପରେ କୌଣସି ସ୍ଥାନରେ ମଧ୍ୟ ବମର ସନ୍ଧାନ ମିଳି ନଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+