ପୁଣି ସ୍କୁଲକୁ ବୋମା ବିସ୍ଫୋରଣ ଧମକ

ନୋଏଡ଼ାରେ ସ୍କୁଲକୁ ବୋମା ବିସ୍ଫୋରଣ ଧମକ। ଆଜି ସକାଳେ ଇମେଲ ମାଧ୍ୟମରେ ନୋଏଡ଼ାର ଗୌତମବୁଧ ନଗର ଜିଲ୍ଲାର କିଛି ସ୍କୁଲକୁ ବୋମା ଧମକ ମିଳିଛି। ଯାହା ପରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ଏନେଇ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି। ତେବେ ଧମକ ମିଳିଥିବା ସ୍କୁଲ ମଧ୍ୟରେ ହେରିଟେଜ ସ୍କୁଲ ଓ ମୟୁର ସ୍ତୁଲ ମଧ୍ୟ ସାମିଲ ଅଛି । ସୂଚନା ଅନୁସାରେ, ସମସ୍ତ ସ୍ଥାନରେ ସ୍ଥିତି ଭଲ ରହିଛି। ଅନେକ ସ୍କୁଲରେ ପୁଣିଥରେ ପାଠପଢା ମଧ୍ୟ ଆରମ୍ଭ ହୋଇଛି ।

Bomb Threat Emails Spark Panic in Noida Schools

ନୋଏଡ଼ା ପୋଲିସ ଟିମ୍ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଯାଏଁ କୌଣସି ବି ସ୍କୁଲରୁ କିଛି ଆପତ୍ତିଜନକ ସାମଗ୍ରୀ ମିଳିନି । ଷ୍ଟେପ ବାୟ ସ୍କୁଲ, ଦ ହରିଟେଜ ସ୍କୁଲ ଓ ମୟୁର ସ୍ତୁଲକୁ ସ୍ପାମ ଇମେଲ୍ ଦ୍ବାରା ବୋମା ଧମକ ମିଳିଥିଲା ।ୟାହାପରେ ବିଭିନ୍ନ ପୋଲିସ ଟିମ୍, ବୋମା ସ୍କ୍ବାଡ ସମସ୍ତ ସ୍ଥାନ ଯାଞ୍ଚ କରିଚନ୍ତି । ସାଇବର ଟିମ ଦ୍ବାରା ଇମେଲ୍‌ର ଯାଞ୍ଚ କରାଯାଉଛି। ପୋଲିସ ଏଭଳି ମିଛ ଗୁଜୋବକୁ ଧ୍ୟାନ ନ ଦେଇ ସଂଯମତା ରକ୍ଷା କରିବା କରିବାତୁ ଅନୁରୋଧ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+