ସ୍କୁଲରେ ବୋମା ଧମକ: ୧୨ ଛାତ୍ର ଗିରଫ
Delhi Bomb Threat News: ପୁଣି ସ୍କୁଲକୁ ବୋମା ଧମକ । ଦିଲ୍ଲୀର ଏକାଧିକ ସ୍କୁଲକୁ ବୋମା ଧମକ ମିଳିଥିଲା । ଏହି ଘଟଣାରା ପୋଲିସ ୧୨ ଜଣ ନାବାଳକ ଛାତ୍ରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ଇ-ମେଲ୍ ଜରିଆରେ ବିଭିନ୍ନ ସ୍କୁଲକୁ ଉଡାଇ ଦେବା ପାଇଁ ଧମକ ଦେଇଥିବା ନେଇ ସୂଚନା ରହିଛି ।

ଗତ କିଛି ଦିନ ହେଲା ଲଗାତାର ଦିଲ୍ଲୀର ବିଭିନ୍ନ ସ୍କୁଲକୁ ବୋମା ଧମକ ମିଳୁଛି । ଯେଉଁଥି ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।












Click it and Unblock the Notifications